ଭାଲୁ ଆକ୍ରମଣ ରେ ଚାଷି ଗୁରୁତର।

କଳାହାଣ୍ଡି:୧୨/୧୨ ରିପୋର୍ଟ—ସନତ ପ୍ରଧାନୀ ଆଜି ସନ୍ଧ୍ୟା ସମୟରେ ଚାଷଜମି ଖଳା ରେ ଧାନ ଜଗିଥିବା ସମୟରେ ଭାଲୁ ଆକ୍ରମଣ ରେ ଜୟପାଟଣା ବ୍ଲକ ବଡ଼ ପୁଝାରି ଗୁଡା ପଞ୍ଚାୟତ ପଲସ ଗାଁ ର ଚାଷି ଲିଙ୍ଗରାଜ ନାଏକ ଗୁରୁତର ଆହତ ହୋଇଥିବା ବେଳେ କୌଣସି ମତେ ଭାଲୁ ହାବୁଡ଼ ରୁ ଖସି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରିବାର ଲୋକେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା କରାଯାଇଛି। ଭାଲୁ ଆକ୍ରମଣ ରେ ଚାଷି […] The post ଭାଲୁ ଆକ୍ରମଣ ରେ ଚାଷି ଗୁରୁତର। appeared first on Odisha.News.

ଭାଲୁ ଆକ୍ରମଣ ରେ ଚାଷି ଗୁରୁତର।

କଳାହାଣ୍ଡି:୧୨/୧୨
ରିପୋର୍ଟ—ସନତ ପ୍ରଧାନୀ
ଆଜି ସନ୍ଧ୍ୟା ସମୟରେ ଚାଷଜମି ଖଳା ରେ ଧାନ ଜଗିଥିବା ସମୟରେ ଭାଲୁ ଆକ୍ରମଣ ରେ ଜୟପାଟଣା ବ୍ଲକ ବଡ଼ ପୁଝାରି ଗୁଡା ପଞ୍ଚାୟତ ପଲସ ଗାଁ ର ଚାଷି ଲିଙ୍ଗରାଜ ନାଏକ ଗୁରୁତର ଆହତ ହୋଇଥିବା ବେଳେ କୌଣସି ମତେ ଭାଲୁ ହାବୁଡ଼ ରୁ ଖସି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରିବାର ଲୋକେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା କରାଯାଇଛି। ଭାଲୁ ଆକ୍ରମଣ ରେ ଚାଷି ଙ୍କ ପାପୁଲି ରେ ଗଭୀର କ୍ଷତ ହୋଇଛି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଚାଷି ଙ୍କୁ ଭବାନୀପାଟଣା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯିବା ନେଇ ସୁଚନା ମିଳିଛି।ତେବେ ଖବର ଲେଖିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବା ଜଣାପଡିଛି

The post ଭାଲୁ ଆକ୍ରମଣ ରେ ଚାଷି ଗୁରୁତର। appeared first on Odisha.News.