ଭିଜିଲାନ୍ସ ଜାଲରେ ଏଏସଆଇ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କଟକ ଜିଲା ନିଆଳି ଥାନା ଏଏସଆଇ। ୨ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ ବିଜୟ ଭଞ୍ଜ। ଏକ ମାମଲାରେ ଫସାଇ ଦେବାକୁ ଧମକ ଦେଇ ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ନେଉଥିବାବେଳେ ବିଜୟ ଭଞ୍ଜଙ୍କୁ ଭିଜିଲାନ୍ସ କାବୁ କରିନେଇଥିଲା।