ଭିଜିଲାନ୍ସ ଜାଲରେ ଏସଡିଏ ର କନିଷ୍ଠ କିରାଣୀ ଓ ପୂର୍ବତନ ପ୍ଲାନିଂ ମେମ୍ବର
ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ୱଲପୁର ଡେଭଲପମେଣ୍ଟ ଅଥରିଟି ର ୨ କର୍ମଚାରୀ I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସମ୍ୱଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ମେମ୍ବର ବନ୍ଦିତା ମହାପାତ୍ର ଓ କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି I ଲକ୍ଷ୍ମୀ ନାରାୟଣଙ୍କ କାର୍ଯ୍ୟାଳୟ ସହ କ୍ବାର୍ଟର ଓ ବାସଭବନ ସହ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି I ଭୁବନେଶ୍ୱର, ମୟୂରଭଞ୍ଜ,ଅନୁଗୁଳ ଓ ସମ୍ବଲପୁରରେ […]

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ୱଲପୁର ଡେଭଲପମେଣ୍ଟ ଅଥରିଟି ର ୨ କର୍ମଚାରୀ I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସମ୍ୱଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ମେମ୍ବର ବନ୍ଦିତା ମହାପାତ୍ର ଓ କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି I ଲକ୍ଷ୍ମୀ ନାରାୟଣଙ୍କ କାର୍ଯ୍ୟାଳୟ ସହ କ୍ବାର୍ଟର ଓ ବାସଭବନ ସହ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି I ଭୁବନେଶ୍ୱର, ମୟୂରଭଞ୍ଜ,ଅନୁଗୁଳ ଓ ସମ୍ବଲପୁରରେ ଚାଲିଛି ଚଢ଼ାଉ। ଜାଲିଆତି କରି ଜାଲ ବିଲ୍ଡିଂ ପ୍ଲାନ୍ ଅଭିଯୋଗରେ ଉଭୟ ସେପ୍ଟେମ୍ବର ମାସରେ ସମ୍ବଲପୁର ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି। ଚଢାଉରେ ୬ଜଣ DSP,୯ଜଣ ଇନିସପେକ୍ଟର ଓ ୬ଜଣ ଏଏସଆଇ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସର୍ବମୋଟ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ I