ଭିଜିଲାନ୍ସ ଜାଲରେ କୁଜଙ୍ଗ ବିଇଓ ଅଫିସ ଆକାଉଣ୍ଟାଣ୍ଟ

ପାରାଦୀପ,୨୬।୬: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ ଧରାପଡ଼ିଛନ୍ତି। ସେ ପଙ୍କପାଳ ସ୍ଥିତ ଅଫିସରେ ବିଲ୍‌ କରାଇ ଦେବାକୁ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିଲେ। ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଏହାପରେ ସୂର୍ଯ୍ୟକାନ୍ତଙ୍କ ଦୁଇଟି ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି। The post ଭିଜିଲାନ୍ସ ଜାଲରେ କୁଜଙ୍ଗ ବିଇଓ ଅଫିସ ଆକାଉଣ୍ଟାଣ୍ଟ appeared first on Dharitri Odia News.

ଭିଜିଲାନ୍ସ ଜାଲରେ କୁଜଙ୍ଗ ବିଇଓ ଅଫିସ ଆକାଉଣ୍ଟାଣ୍ଟ

ପାରାଦୀପ,୨୬।୬: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ ଧରାପଡ଼ିଛନ୍ତି। ସେ ପଙ୍କପାଳ ସ୍ଥିତ ଅଫିସରେ ବିଲ୍‌ କରାଇ ଦେବାକୁ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିଲେ। ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଏହାପରେ ସୂର୍ଯ୍ୟକାନ୍ତଙ୍କ ଦୁଇଟି ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

The post ଭିଜିଲାନ୍ସ ଜାଲରେ କୁଜଙ୍ଗ ବିଇଓ ଅଫିସ ଆକାଉଣ୍ଟାଣ୍ଟ appeared first on Dharitri Odia News.