ଭିଜିଲାନ୍ସ ଜାଲରେ ଖଣ୍ଡପଡା ଥାନା ଏସଆଇ, ଲାଞ୍ଚ ନେଲା ବେଳେ ମାଡ଼ି ବସିଲା

ନୟାଗଡ଼,୨୧ା୧୦: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡା ଥାନାରେ କାର୍ଯ୍ୟରତ ଏସଆଇ ଏସ.କେ.ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଖଳିସାହି ଗ୍ରାମର ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ପୂର୍ବ ମାମଲାର ସମାଧାନ ପାଇଁ ଏଏସଆଇ ଲାଞ୍ଚ ନେଉଥିଲେ। ଏହି ସମୟରେ ଖଣ୍ଡପଡା ଥାନା ଏସଆଇ ଏସ. କେ. ରେହମାନଙ୍କ ଖଳିସାହି ସ୍ଥିତ ଭଡାଘରେ ଚଢାଉ କରି ଗିରଫ କରିଛି ଭିଜିଲାନ୍ସ। ଏହାପରେ ଭିଜିଲାନ୍ସ ତାଙ୍କୁ ଭୁବନେଶ୍ୱର ନେଇ ତଦନ୍ତ […] The post ଭିଜିଲାନ୍ସ ଜାଲରେ ଖଣ୍ଡପଡା ଥାନା ଏସଆଇ, ଲାଞ୍ଚ ନେଲା ବେଳେ ମାଡ଼ି ବସିଲା appeared first on Dharitri Odia News.

ଭିଜିଲାନ୍ସ ଜାଲରେ ଖଣ୍ଡପଡା ଥାନା ଏସଆଇ, ଲାଞ୍ଚ ନେଲା ବେଳେ ମାଡ଼ି ବସିଲା

ନୟାଗଡ଼,୨୧ା୧୦: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡା ଥାନାରେ କାର୍ଯ୍ୟରତ ଏସଆଇ ଏସ.କେ.ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଖଳିସାହି ଗ୍ରାମର ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ପୂର୍ବ ମାମଲାର ସମାଧାନ ପାଇଁ ଏଏସଆଇ ଲାଞ୍ଚ ନେଉଥିଲେ।

ଏହି ସମୟରେ ଖଣ୍ଡପଡା ଥାନା ଏସଆଇ ଏସ. କେ. ରେହମାନଙ୍କ ଖଳିସାହି ସ୍ଥିତ ଭଡାଘରେ ଚଢାଉ କରି ଗିରଫ କରିଛି ଭିଜିଲାନ୍ସ। ଏହାପରେ ଭିଜିଲାନ୍ସ ତାଙ୍କୁ ଭୁବନେଶ୍ୱର ନେଇ ତଦନ୍ତ ଜାରି ରଖିଛି। ଚଢ଼ାଉ ସମୟରେ ନୟାଗଡ଼ ଏବଂ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

The post ଭିଜିଲାନ୍ସ ଜାଲରେ ଖଣ୍ଡପଡା ଥାନା ଏସଆଇ, ଲାଞ୍ଚ ନେଲା ବେଳେ ମାଡ଼ି ବସିଲା appeared first on Dharitri Odia News.