ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନସପେକ୍ଟର କେଶବ ଚନ୍ଦ୍ର ଦାସ

ଯାଜପୁର: ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନସପେକ୍ଟର କେଶବ ଚନ୍ଦ୍ର ଦାସ । ଲାଞ୍ଚ ନେଉଥିବା ବେଳେ ଯାଜପୁର ବିଞ୍ଝାରପୁର... The post ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନସପେକ୍ଟର କେଶବ ଚନ୍ଦ୍ର ଦାସ appeared first on .

ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନସପେକ୍ଟର କେଶବ ଚନ୍ଦ୍ର ଦାସ

ଯାଜପୁର: ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନସପେକ୍ଟର କେଶବ ଚନ୍ଦ୍ର ଦାସ । ଲାଞ୍ଚ ନେଉଥିବା ବେଳେ ଯାଜପୁର ବିଞ୍ଝାରପୁର ଥାନାର ଏସଆଇ କେଶବ ଚନ୍ଦ୍ର ଦାସଙ୍କୁ ଧରିଛି ଭିଜିଲାନ୍ସ । ନିଜ ସରକାରୀ ବାସଭବନରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନସ ଟିମ୍ ।

ସୂଚନା ଅନୁଯାୟୀ, ଏକ ଦୁର୍ଘଟଣାଜନିତ ମୃତ୍ୟୁର ମେଡିକାଲ କାଗଜପତ୍ର ଓ ପୋଷ୍ଟମଟମ ରିପୋର୍ଟରେ ହେରଫେର ପାଇଁ ସେ ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଛି। ଆଜି ଟଙ୍କା ନେଉଥିବା ସମୟରେ ଧରିଲା ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ।

The post ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନସପେକ୍ଟର କେଶବ ଚନ୍ଦ୍ର ଦାସ appeared first on .