ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍‌ଟିଓ

ଭୁବନେଶ୍ୱର : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବୌଦ୍ଧ ଆର୍‌ଟିଓ I ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ବୌଦ୍ଧ ଘର ସମେତ ଏକକାଳୀନ ୧୦ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ବୌଦ୍ଧ, ଭୁବନେଶ୍ୱର, ଭଞ୍ଜନଗର ଓ ବ୍ରହ୍ମପୁର ସମେତ ୧୦ ଟି ସ୍ଥାନରେ ଚଢାଉ ଚାଲିଛି । ଏହି ଚଢ଼ାଉରେ ଦୁଇ ଜଣ ଏଡିଏସପି, ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀ […]

ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍‌ଟିଓ
ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍‌ଟିଓ

ଭୁବନେଶ୍ୱର : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବୌଦ୍ଧ ଆର୍‌ଟିଓ I ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ବୌଦ୍ଧ ଘର ସମେତ ଏକକାଳୀନ ୧୦ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।
ବୌଦ୍ଧ, ଭୁବନେଶ୍ୱର, ଭଞ୍ଜନଗର ଓ ବ୍ରହ୍ମପୁର ସମେତ ୧୦ ଟି ସ୍ଥାନରେ ଚଢାଉ ଚାଲିଛି । ଏହି ଚଢ଼ାଉରେ ଦୁଇ ଜଣ ଏଡିଏସପି, ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀ ରେଡରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ,ଏପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳିପାରିନାହିଁ I