ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ, ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ
ରାୟଗଡା : ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଏବଂ କିରାଣୀ । ରାୟଗଡା ଜିଲ୍ଲା ବିଷମ କଟକ CDPO ସୁଶୀଳା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ିଛନ୍ତି । ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଚାଟିକଣା ପଞ୍ଚାୟତ ହୁତେସି ଗାଁର ଅଙ୍ଗନବାଡି କର୍ମୀ ଶୀତା ୱାଡେକାଙ୍କ ଠାରୁ ସେ୮୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । Also read; ଅବକାରୀ ଅଧିକ୍ଷକ […] The post ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ, ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ appeared first on KNews Odisha.

ରାୟଗଡା : ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଏବଂ କିରାଣୀ । ରାୟଗଡା ଜିଲ୍ଲା ବିଷମ କଟକ CDPO ସୁଶୀଳା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ିଛନ୍ତି ।
ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଚାଟିକଣା ପଞ୍ଚାୟତ ହୁତେସି ଗାଁର ଅଙ୍ଗନବାଡି କର୍ମୀ ଶୀତା ୱାଡେକାଙ୍କ ଠାରୁ ସେ୮୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।
Also read; ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକଙ୍କୁ ଧରିଲା ଭିଜିଲାନ୍ସ, ୩ଲକ୍ଷ ଟଙ୍କା ଜବତ
The post ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ, ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ appeared first on KNews Odisha.