ଅନୁଷ୍କା ଜନ୍ମ ଦେଲେ ପୁତ୍ର ସନ୍ତାନ, ଇନଷ୍ଟାରେ ସୂଚନା ଦେଲେ ବିରାଟ

ଦ୍ଵିତୀୟ ଥର ପାଇଁ ବାପା ହେଲେ ବିରାଟ କୋହଲି। ଏଥର ପତ୍ନୀ ଅନୁଷ୍କାଙ୍କର ହୋଇଛି ଏକ ପୁତ୍ର ସନ୍ତାନ । ଗତ ୧୫ ତାରିଖରେ ଉଭୟଙ୍କ ପୁତ୍ର ସନ୍ତାନ ହେବା ନେଇ ବିରାଟ ତାଙ୍କ ଇନଷ୍ଟାରେ ସୂଚନା ଦେଇଛନ୍ତି । ସେ ତାଙ୍କ ପୁଅର ନାଁ ରଖିଛନ୍ତି ଅକାୟ । ଏହି ଖବର ଜଣା ପଡିବା ପରେ ବିରାଟ ଓ ଅନୁଷ୍କା ଉଭୟଙ୍କ ପ୍ରଶଂସକଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଅନୁଷ୍କା ଗର୍ଭବତୀ ଖବର ଦକ୍ଷିଣ ଆଫ୍ରିକାର […] The post ଅନୁଷ୍କା ଜନ୍ମ ଦେଲେ ପୁତ୍ର ସନ୍ତାନ, ଇନଷ୍ଟାରେ ସୂଚନା ଦେଲେ ବିରାଟ appeared first on KNews Odisha.

ଅନୁଷ୍କା ଜନ୍ମ ଦେଲେ ପୁତ୍ର ସନ୍ତାନ, ଇନଷ୍ଟାରେ ସୂଚନା ଦେଲେ ବିରାଟ
anuska

ଦ୍ଵିତୀୟ ଥର ପାଇଁ ବାପା ହେଲେ ବିରାଟ କୋହଲି। ଏଥର ପତ୍ନୀ ଅନୁଷ୍କାଙ୍କର ହୋଇଛି ଏକ ପୁତ୍ର ସନ୍ତାନ । ଗତ ୧୫ ତାରିଖରେ ଉଭୟଙ୍କ ପୁତ୍ର ସନ୍ତାନ ହେବା ନେଇ ବିରାଟ ତାଙ୍କ ଇନଷ୍ଟାରେ ସୂଚନା ଦେଇଛନ୍ତି । ସେ ତାଙ୍କ ପୁଅର ନାଁ ରଖିଛନ୍ତି ଅକାୟ । ଏହି ଖବର ଜଣା ପଡିବା ପରେ ବିରାଟ ଓ ଅନୁଷ୍କା ଉଭୟଙ୍କ ପ୍ରଶଂସକଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଅନୁଷ୍କା ଗର୍ଭବତୀ ଖବର ଦକ୍ଷିଣ ଆଫ୍ରିକାର କ୍ରିକେଟର ଏବି ଡିଭିଲିୟର ଏକ ସାକ୍ଷାତକାରରେ ଖୁଲାସା କରିଥିଲେ । ପୂର୍ବରୁ ବିରାଟ ଓ ଅନୁଷ୍କାଙ୍କର ଏକ କନ୍ଯା ସନ୍ତାନ ରହିଛି । ତାଙ୍କ ଝିଅର ନାଁ ହେଉଛି ଭାମିକା । ବିରାଟ ଓ ଅନୁଷ୍କା ୨୦୧୭ ରେ ବିବାହ କରିଥିଲେ ।

The post ଅନୁଷ୍କା ଜନ୍ମ ଦେଲେ ପୁତ୍ର ସନ୍ତାନ, ଇନଷ୍ଟାରେ ସୂଚନା ଦେଲେ ବିରାଟ appeared first on KNews Odisha.