ଭିଜିଲାନ୍ସ ହାବୁଡ଼ରେ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ, ଫାଇଲ୍‌ ପ୍ରୋସେସିଂ ପାଇଁ ନେଉଥିଲେ ୩୦ ହଜାର ଟଙ୍କା

ଭୁବନେଶ୍ବର ୨୫।୭: ଭିଜିଲାନ୍ସ ଜାଲରେ JRA । ଟଙ୍କା ନେବାବେଳେ ଲାଞ୍ଚୁଆ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ ଟିମ୍ ।ଭୁବନେଶ୍ବର ଉପଜିଲ୍ଲାପାଳ ଅଫିସରେ କାର୍ଯ୍ୟରତ JRA ସୌରଭ ତ୍ରିପାଠୀ । ଫାଇଲ୍‌ ପ୍ରୋସେସିଂ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।You Can Read:ଦିଲ୍ଲୀ ଏମ୍ସରେ ବଳଙ୍ଗା ନାବାଳିକାଙ୍କ ବୟାନ ରେକର୍ଡ, ଡାକ୍ତର ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘଟଣା ବଖାଣିଲେ ପୀଡ଼ିତା

ଭିଜିଲାନ୍ସ ହାବୁଡ଼ରେ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ, ଫାଇଲ୍‌ ପ୍ରୋସେସିଂ ପାଇଁ ନେଉଥିଲେ ୩୦ ହଜାର ଟଙ୍କା

ଭୁବନେଶ୍ବର ୨୫।୭: ଭିଜିଲାନ୍ସ ଜାଲରେ JRA । ଟଙ୍କା ନେବାବେଳେ ଲାଞ୍ଚୁଆ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ ଟିମ୍ ।ଭୁବନେଶ୍ବର ଉପଜିଲ୍ଲାପାଳ ଅଫିସରେ କାର୍ଯ୍ୟରତ JRA ସୌରଭ ତ୍ରିପାଠୀ । ଫାଇଲ୍‌ ପ୍ରୋସେସିଂ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

You Can Read:

ଦିଲ୍ଲୀ ଏମ୍ସରେ ବଳଙ୍ଗା ନାବାଳିକାଙ୍କ ବୟାନ ରେକର୍ଡ, ଡାକ୍ତର ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘଟଣା ବଖାଣିଲେ ପୀଡ଼ିତା