ଭୀମକୁଣ୍ଡରେ ଭାସିଗଲେ ପର୍ଯ୍ୟଟକ

କରଞ୍ଜିଆ:ଭୀମକୁଣ୍ଡରେ ଭାସିଯାଇ ନିଖୋଜ ହୋଇଛନ୍ତି ଜଣେ ବ୍ୟକ୍ତି।ବ୍ୟକ୍ତି ଜଣକ ଜଗତସିଂହପୁରର ବୋଲି ଜଣାପଡିଛି। ତାଙ୍କୁ ଉଦ୍ଧାର ପାଇଁ ତ୍ୱରାନ୍ୱିତ ହୋଇଛି ରେସକ୍ୟୁ ଅପେରସନ। ଘଟଣା ଅନୁସାରେ , ୧୭ ଜଣ ସାଙ୍ଗ ଭୀମକୁଣ୍ଡ ବୁଲିବାକୁ ଆସିଥିଲେ।ଠାକୁରମୁଣ୍ଡା ଥାନା ପୋଲିସ ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି।

ଭୀମକୁଣ୍ଡରେ ଭାସିଗଲେ ପର୍ଯ୍ୟଟକ

କରଞ୍ଜିଆ:ଭୀମକୁଣ୍ଡରେ ଭାସିଯାଇ ନିଖୋଜ ହୋଇଛନ୍ତି ଜଣେ ବ୍ୟକ୍ତି।ବ୍ୟକ୍ତି ଜଣକ ଜଗତସିଂହପୁରର ବୋଲି ଜଣାପଡିଛି। ତାଙ୍କୁ ଉଦ୍ଧାର ପାଇଁ ତ୍ୱରାନ୍ୱିତ ହୋଇଛି ରେସକ୍ୟୁ ଅପେରସନ।

ଘଟଣା ଅନୁସାରେ , ୧୭ ଜଣ ସାଙ୍ଗ ଭୀମକୁଣ୍ଡ ବୁଲିବାକୁ ଆସିଥିଲେ।ଠାକୁରମୁଣ୍ଡା ଥାନା ପୋଲିସ ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି।