ଭୀମସାରରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
ସମ୍ବଲପୁର: ଭୀମସାରରେ ଅଗ୍ନିକାଣ୍ଡ, ବ୍ୟାଟେରୀ ସଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା | ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି | ଏମଆରୟୁ ବିଭାଗ ପଛପଟେ ଏକ କୋଠାରେ ଲାଗିଛି ନିଆଁ | ତେବେ ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନାହିଁ IUpdating...
ସମ୍ବଲପୁର: ଭୀମସାରରେ ଅଗ୍ନିକାଣ୍ଡ, ବ୍ୟାଟେରୀ ସଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା | ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି | ଏମଆରୟୁ ବିଭାଗ ପଛପଟେ ଏକ କୋଠାରେ ଲାଗିଛି ନିଆଁ | ତେବେ ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନାହିଁ I
Updating...