ଭୁବନେଶ୍ବର ଏମ୍ସରେ ସରଳ କ୍ୟାନସର ଚିକିତ୍ସା

ଭୁବନେଶ୍ୱର ଏମ୍ସରେ ଆହୁରି ସରଳ ହେଲା କ୍ୟାନସର ଚିକିତ୍ସା ଲାଗିଲା ନୂଆ ମେସିନ୍ HELA। ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଏମ୍ସରେ ଏହି ଦ୍ୱିତୀୟ ହାଇ ଏନର୍ଜି ଲିନିଅର ଏକ୍ସଲେରେଟର ମେସିନ୍ ବା HELAର ଶୁଭାରମ୍ଭ କରିଛନ୍ତି।