ଭୁବନେଶ୍ବରରେ ଖୋଲିଲା ଚାଉଳ ATM
ଭୁବନେଶ୍ବର, ୮ା୮: ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ATM। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍ଘାଟନ କରିଛନ୍ତି। ହିତାଧିକାରୀମାନେ କାର୍ଡ ନମ୍ବର ମାରି ATMରୁ ଚାଉଳ ଉଠାଇ ପାରିବେ। ପରୀକ୍ଷା ମୂଳକ ଭାବେ ଏହି ଯୋଜନା ଆରମ୍ଭ କରାଯାଇଥିଲା ବେଳେ ଏହା ସଫଳ ହେଲେ ସବୁ ଜିଲା ଓ ବ୍ଲକ୍ରେ ଖୋଲିବ ବୋଲି ମନ୍ତ୍ରୀ ପତ୍ର କହିଛନ୍ତି। The post ଭୁବନେଶ୍ବରରେ ଖୋଲିଲା ଚାଉଳ ATM appeared first on Dharitri Odia News.
ଭୁବନେଶ୍ବର, ୮ା୮: ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ATM। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍ଘାଟନ କରିଛନ୍ତି। ହିତାଧିକାରୀମାନେ କାର୍ଡ ନମ୍ବର ମାରି ATMରୁ ଚାଉଳ ଉଠାଇ ପାରିବେ। ପରୀକ୍ଷା ମୂଳକ ଭାବେ ଏହି ଯୋଜନା ଆରମ୍ଭ କରାଯାଇଥିଲା ବେଳେ ଏହା ସଫଳ ହେଲେ ସବୁ ଜିଲା ଓ ବ୍ଲକ୍ରେ ଖୋଲିବ ବୋଲି ମନ୍ତ୍ରୀ ପତ୍ର କହିଛନ୍ତି।
The post ଭୁବନେଶ୍ବରରେ ଖୋଲିଲା ଚାଉଳ ATM appeared first on Dharitri Odia News.