ଭୁବନେଶ୍ବରରେ ପହଞ୍ଚିଲେ ହକି ତାରକା, ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ବିଜୟ ପରେ ଓଡ଼ିଶା ଆସିଛନ୍ତି ଟିମ୍‌

ଭୁବନେଶ୍ୱର ୨୧।୦୮ : ଓଡିଶାରେ ପହଞ୍ଚିଲେ ହକି ହିରୋ । ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ପୁରା ହକି ଟିମ୍‌କୁ ଭୁବନେଶ୍ୱରରେ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବିମାନବନ୍ଦରରୁ ଟିମ୍‌ ବାହାରିବା ପରେ ସ୍ୱାଗତ କରାଯାଇଛି । ଏହାପରେ ଏକ ରୋଡ୍‌ ଶୋ ମାଧ୍ୟମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଯିବେ । ସେଠାରେ ସମସ୍ତ ଖେଳାଳି ଏବଂ ଟିମ୍‌ ସହିତ ଜଡିତ ଥିବା ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରାଯିବ । 