ଭୁବନେଶ୍ବରରେ ବେଆଇନ୍ ଭାବେ ଗଢି ଉଠିଛି ଶତାଧିକ ଆପାର୍ଟମେଣ୍ଟ
ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସହରରେ ଗଢିଉଠିଛି ମାଳମାଳ ବେଆଇନ୍ ଆପାର୍ଟମେଣ୍ଟ।
ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସହରରେ ଗଢିଉଠିଛି ମାଳମାଳ ବେଆଇନ୍ ଆପାର୍ଟମେଣ୍ଟ। ଯାହାର ବାସ୍ତବ ଚିତ୍ର ନଗର ଉନ୍ନୟନ ବିଭାଗ ପାଖରେ ବି ନାହିଁ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପଶ୍ନର ଲିଖିତ ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ବେଆଇନ୍ ଭାବେ ରାଜ୍ୟରେ କେତେ ସଂଖ୍ୟକ ବେଆଇନ୍ ଆପାର୍ଟମେଣ୍ଟ ତିଆରି ହୋଇଛି ତାର ଆକଳନ ହୋଇନି। ଦେଖନ୍ତୁ ପୂରା ରିପୋର୍ଟ ।