ଭୁବନେଶ୍ଵର ଜାଗମରାରେ ଖୋଲିଲା ‘ଲଣ୍ଡନ ବେରୀ’ର ପ୍ରଥମ ଆଉଟଲେଟ
ଭୁବନେଶ୍ଵର : ଦେଶର ଗାର୍ମେଣ୍ଟ ସେକଟର ଅଗ୍ରଣୀ ତଥା ନାଁ କରା ବ୍ରାଣ୍ଡ ହେଉଛି “ଲଣ୍ଡନ ବେରୀ – Style... The post ଭୁବନେଶ୍ଵର ଜାଗମରାରେ ଖୋଲିଲା ‘ଲଣ୍ଡନ ବେରୀ’ର ପ୍ରଥମ ଆଉଟଲେଟ appeared first on .
ଭୁବନେଶ୍ଵର : ଦେଶର ଗାର୍ମେଣ୍ଟ ସେକଟର ଅଗ୍ରଣୀ ତଥା ନାଁ କରା ବ୍ରାଣ୍ଡ ହେଉଛି “ଲଣ୍ଡନ ବେରୀ – Style For Life”। ଭୁବନେଶ୍ଵର ସ୍ଥିତ ଜାଗମରା ରୋଡରେ ଆଜି “ଲଣ୍ଡନ ବେରୀ” ର ଭୁବନେଶ୍ଵରରେ ପ୍ରଥମ ଆଉଟଲେଟ ଉଦଘାଟିତ ହୋଇଯାଇଛି। ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଉଟଲେଟକୁ ଉଦଘାଟନ କରିଛନ୍ତି। । କମ୍ପାନୀ ପକ୍ଷରୁ ବର୍ତ୍ତମାନ ବିଭିନ୍ନ ପ୍ରକାର ଅଫର ସହିତ ଶୀତ ପୋଷାକ ଉପରେ ୭୦ ପ୍ରତିଶତ ରିହାତି ରହିଛି ।
ଲଣ୍ଡନ ଵେରି ବ୍ରାଣ୍ଡ ଶ୍ରୀ ବାଙ୍କେ ବିହାରୀ କ୍ଳଦିଂ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର ଦେଶର ବିଭିନ୍ନ ଅଞ୍ଚଳରେ ୧୭୦ଟି ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ୍ ଓ ୧୦୦ଟି ମଲ୍ଟି ବ୍ରାଣ୍ଡ ଆଉଟଲେଟ୍ ରହିଛି । ସବୁ ବର୍ଗର ଓ ସବୁ ପସନ୍ଦର ଗରାଖଙ୍କ ପାଇଁ ତାଙ୍କ ମନଲାଖି ବସ୍ତ୍ର ଯୋଗାଇବା ସହ ଓଡ଼ିଶାର ସବୁ ଜିଲ୍ଲାରେ ଅଧିକ ଆଉଟଲେଟ ଖୋଲିବା ଲକ୍ଷ୍ୟ ରଖିଥିବା କମ୍ପାନୀ ପ୍ରତିନିଧି ଯାଜପୁର ଫ୍ରାଞ୍ଚାଇଜ ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ କହିଛନ୍ତି।
The post ଭୁବନେଶ୍ଵର ଜାଗମରାରେ ଖୋଲିଲା ‘ଲଣ୍ଡନ ବେରୀ’ର ପ୍ରଥମ ଆଉଟଲେଟ appeared first on .