ଭୁବନେଶ୍ଵରରୁ ତିନି ପାହାଡ଼ି ଗ୍ୟାଙ୍ଗର ୩ଜଣ ଗିରଫ ; ପକେଟ ମାର୍ କରିବା ସହ ଲୁଟି ନେଉଥିଲେ ମୋବାଇଲ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ଵରରୁ ତିନି ପାହାଡ଼ି ଗ୍ୟାଙ୍ଗର ୩ଜଣ ଗିରଫ । ଭୁବନେଶ୍ଵର ଲିଙ୍ଗରାଜ ଥାନା ପୋଲିସ ୩ଜଣଙ୍କୁ ଗିରଫ କରିଛି । ଭୁବନେଶ୍ୱରରେ ଏମାନେ ପକେଟ ମାର କରିବା ସହ ମୋବାଇଲ ଲୁଟି ନେଇଯାଉଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଗିରଫ କରିବା ପରେ ଏମାନଙ୍କଠାରୁ ୧୭ଟି ଚୋରି ମୋବାଇଲ ଜବତ କରିଛି ପୁଲିସ। ଏମାନେ ରାଜଧାନୀରୁ ମୋବାଇଲ ଚୋରି କରିବା ପରେ ଝାଡ଼ଖଣ୍ଡ ଦେଇ ବାଂଲାଦେଶକୁ ମୋବାଇଲ ପଠାଇ ଦେଉଥିଲେ ।   