ଭୁବନେଶ୍ୱର ଏମ୍‌ସରେ IPS ଆଶିଷ ସିଂହ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଛନ୍ତି ମେଡିକାଲ

ଭୁବନେଶ୍ବର ୩୦।୦୫ :  ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଆଇପିଏସ୍‌ ଆଶିଷ ସିଂହ । ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍‌ସରେ ପହଞ୍ଚିଛନ୍ତି ଆଇପିଏସ୍‌ ଆଶିଷ ସିଂହ । ଏମ୍‌ସର ୬ ଜଣିଆ ଡାକ୍ତର ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଇସିଆଇ ନିର୍ଦ୍ଦେଶ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ମେଡିକାଲ ବୋର୍ଡ । ସୂଚନାଯୋଗ୍ୟ ଯେ,  ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂ ଗତ ମେ’ ୪ତାରିଖରୁ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ଅଛନ୍ତି । ସେ ନିର୍ବାଚନୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଖବର ଆସୁଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ । ୩୦ ତାରିଖ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଏହାର ରିପୋର୍ଟ ୩୧ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ  । ଏହିକ୍ରମରେ ଗୁରୁବାର ଦିନ  ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍‌ସରେ ପହଞ୍ଚିଛନ୍ତି ଆଇପିଏସ୍‌ ଆଶିଷ ସିଂହ । ଏମ୍‌ସର ୬ ଜଣିଆ ଡାକ୍ତର ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ।ନିର୍ବାଚନ କମିଶନଙ୍କ ୩ଟି ନିର୍ଦ୍ଦେଶ: ଆଇପିଏସ୍ ଆଶିଷ ସିଂଙ୍କ ସ୍ଵାସ୍ଥ୍ୟ ଯାଞ୍ଚ, ଡିଏସ କୁଟ୍ଟେ ସସପେଣ୍ଡ, ଜଗଦେବ ମାମଲାର ତ୍ଵରିତ ତଦନ୍ତ

ଭୁବନେଶ୍ୱର ଏମ୍‌ସରେ IPS ଆଶିଷ ସିଂହ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଛନ୍ତି ମେଡିକାଲ

ଭୁବନେଶ୍ବର ୩୦।୦୫ :  ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଆଇପିଏସ୍‌ ଆଶିଷ ସିଂହ । ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍‌ସରେ ପହଞ୍ଚିଛନ୍ତି ଆଇପିଏସ୍‌ ଆଶିଷ ସିଂହ । ଏମ୍‌ସର ୬ ଜଣିଆ ଡାକ୍ତର ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଇସିଆଇ ନିର୍ଦ୍ଦେଶ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ମେଡିକାଲ ବୋର୍ଡ । 

ସୂଚନାଯୋଗ୍ୟ ଯେ,  ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂ ଗତ ମେ’ ୪ତାରିଖରୁ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ଅଛନ୍ତି । ସେ ନିର୍ବାଚନୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଖବର ଆସୁଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ । ୩୦ ତାରିଖ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଏହାର ରିପୋର୍ଟ ୩୧ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ  । ଏହିକ୍ରମରେ ଗୁରୁବାର ଦିନ  ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍‌ସରେ ପହଞ୍ଚିଛନ୍ତି ଆଇପିଏସ୍‌ ଆଶିଷ ସିଂହ । ଏମ୍‌ସର ୬ ଜଣିଆ ଡାକ୍ତର ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ।

ନିର୍ବାଚନ କମିଶନଙ୍କ ୩ଟି ନିର୍ଦ୍ଦେଶ: ଆଇପିଏସ୍ ଆଶିଷ ସିଂଙ୍କ ସ୍ଵାସ୍ଥ୍ୟ ଯାଞ୍ଚ, ଡିଏସ କୁଟ୍ଟେ ସସପେଣ୍ଡ, ଜଗଦେବ ମାମଲାର ତ୍ଵରିତ ତଦନ୍ତ