ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ, ଲୋକେ ଆତଙ୍କିତ
ଭୁବନେଶ୍ୱର,୨୬।୧୦: ରାଜଧାନୀରେ ବାଘ ଆତଙ୍କ। ମଝି ରାସ୍ତାରେ ରାଜଧାନୀ ଛାତି ଉପରେ ବାଘକୁ ଦେଖି ଲୋକେ ଛାନିଆ। ଭୁବନେଶ୍ୱର ବିମାନବନ୍ଦରରେ ବୁଲୁଛି ବାଘ। ଏୟାରପୋର୍ଟ ନିକଟ ଡମ୍ପିଂ ୟାର୍ଡରେ ବାଘ ଦେଖାଯିବା ନେଇ ସୂଚନା ମିଳିଛି। ବାଘକୁ ବିମାନବନ୍ଦରରେ ଦେଖି ସାଧାରଣ ଲୋକ ଛାନିଆ ହୋଇଯାଇଛନ୍ତି। ତେବେ ବାଘକୁ ଠାବ କରିବା ପାଇଁ ବନ ବିଭାଗର ନଜର ରଖିଛି। ପ୍ଲାଷ୍ଟିକ ଜାଲରେ ବାଘକୁ କାବୁ ପାଇଁ ପ୍ରୟାସ କରାଯାଉଛି। The post ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ, ଲୋକେ ଆତଙ୍କିତ appeared first on Dharitri Odia News.
ଭୁବନେଶ୍ୱର,୨୬।୧୦: ରାଜଧାନୀରେ ବାଘ ଆତଙ୍କ। ମଝି ରାସ୍ତାରେ ରାଜଧାନୀ ଛାତି ଉପରେ ବାଘକୁ ଦେଖି ଲୋକେ ଛାନିଆ। ଭୁବନେଶ୍ୱର ବିମାନବନ୍ଦରରେ ବୁଲୁଛି ବାଘ। ଏୟାରପୋର୍ଟ ନିକଟ ଡମ୍ପିଂ ୟାର୍ଡରେ ବାଘ ଦେଖାଯିବା ନେଇ ସୂଚନା ମିଳିଛି। ବାଘକୁ ବିମାନବନ୍ଦରରେ ଦେଖି ସାଧାରଣ ଲୋକ ଛାନିଆ ହୋଇଯାଇଛନ୍ତି। ତେବେ ବାଘକୁ ଠାବ କରିବା ପାଇଁ ବନ ବିଭାଗର ନଜର ରଖିଛି। ପ୍ଲାଷ୍ଟିକ ଜାଲରେ ବାଘକୁ କାବୁ ପାଇଁ ପ୍ରୟାସ କରାଯାଉଛି।
The post ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ, ଲୋକେ ଆତଙ୍କିତ appeared first on Dharitri Odia News.