ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା
ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ ବ୍ୟକ୍ତିଙ୍କଠାରୁ ଏହି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଜଣେ ଦିଲ୍ଲୀରୁ ଆଉ ଜଣେ ଚେନ୍ନାଇରୁ ଆସିଥିଲେ। ଲଗେଜ୍ ସ୍କାନିଂ ସମୟରେ ଟଙ୍କା ଥିବା ଜଣାପଡିଥିଲା। ନିର୍ବାଚନ ବେଳେ ଏତେ ଟଙ୍କା କେଉଁଠୁ ଏବଂ କାହିଁକି ଆସିଥିଲା ତାହା ଏବେ ତଦନ୍ତ ଚାଲିଛି। The post ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା appeared first on Dharitri Odia News.
ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ ବ୍ୟକ୍ତିଙ୍କଠାରୁ ଏହି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଜଣେ ଦିଲ୍ଲୀରୁ ଆଉ ଜଣେ ଚେନ୍ନାଇରୁ ଆସିଥିଲେ। ଲଗେଜ୍ ସ୍କାନିଂ ସମୟରେ ଟଙ୍କା ଥିବା ଜଣାପଡିଥିଲା। ନିର୍ବାଚନ ବେଳେ ଏତେ ଟଙ୍କା କେଉଁଠୁ ଏବଂ କାହିଁକି ଆସିଥିଲା ତାହା ଏବେ ତଦନ୍ତ ଚାଲିଛି।
The post ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା appeared first on Dharitri Odia News.