ଭୁବନେଶ୍ୱରରେ ଭାରତୀୟ ହକି ଟିମ୍, ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ..ଦେଖନ୍ତୁ କିଛି ଝଲକ୍

ଭୁବନେଶ୍ୱରରେ ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଟିମ୍‌ ହକି ସଦସ୍ୟ । ବିମାନବନ୍ଦରରୁ ଏକ ବିଶାଳ ରୋଡ୍‌ ଶୋ’ରେ ହକି ହିରୋ ଯାଇଛନ୍ତି । ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟରରେ ହକି ଟିମ୍‌ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ୱର୍ଦ୍ଧିତ କରିଛନ୍ତି।