ଯାହା ପାଇଁ ସମ୍ଭବ ହେଲା ତାଙ୍କୁ ଡାକିଲେନି !
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ବିନ୍ଧାଣୀଙ୍କୁ ସମ୍ବର୍ଦ୍ଧନା କଲେ ସରକାର।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ବିନ୍ଧାଣୀଙ୍କୁ ସମ୍ବର୍ଦ୍ଧନା କଲେ ସରକାର। ଶିଳ୍ପୀଙ୍କ ଠାରୁ ବଗିଚା ମାଳିଙ୍କ ଯାଏଁ, ରାଜମିସ୍ତ୍ରୀଙ୍କ ଠାରୁ ଜେସିବି ଅପରେଟରଙ୍କ ଯାଏଁ ସମସ୍ତଙ୍କୁ ମଞ୍ଚକୁ ଡାକି ଏଭଳି ସମ୍ବର୍ଦ୍ଧିତ କରାଯାଇଛି। କିନ୍ତୁ ଦୁର୍ଭାଗ୍ୟ, ଶ୍ରୀମନ୍ଦିରଠାରୁ ୭୫ ମିଟର ସୁରକ୍ଷା ବଳୟ ପାଇଁ ଯେଉଁମାନେ ଘରଦ୍ବାର ସହ ବ୍ୟବସାୟିକ ପ୍ରତିଷ୍ଠାନ ହରାଇଥିଲେ, ପ୍ରକଳ୍ପ ଲାଗି ଭିଟାମାଟି ଛାଡ଼ି ଅନ୍ୟତ୍ର ଯାଇ ସରକାରୀ ନଥିପତ୍ରରେ ଯେଉଁମାନେ ପାଲଟିଗଲେ ବିସ୍ଥାପିତ। କିନ୍ତୁ, ଏତେବଡ଼ କାର୍ଯ୍ୟକ୍ରମ ପାଇଁ ନା ନିମନ୍ତ୍ରଣ ମିଳିଲା, ନା କେହି ମଞ୍ଚକୁ ଡାକି ପ୍ରଶଂସା କଲେ କି ଫଳକ ଖଣ୍ଡେ ଦେଲେ। ଦେଖନ୍ତୁ ପୂରା ରିପୋର୍ଟ।