ଭୁବନେଶ୍ୱରରେ ଭୂକମ୍ପ ଝଟକା ନେଇ ଚର୍ଚ୍ଚା । ବିଭିନ୍ନ ସ୍ଥାନରେ କମ୍ପନ ହେଉଥିବା ଲୋକଙ୍କ ସୂଚନା

କନକବ୍ୟୁରୋ : ଭୁବନେଶ୍ବରରେ ଭୂକମ୍ପ ଝଟକା ନେଇ ଚର୍ଚ୍ଚା , ବିଭିନ୍ନ ସ୍ଥାନରେ କମ୍ପନ ଅନୁଭବ କରିଥିବା ଲୋକଙ୍କ ସୂଚନା ।  ସେସମୋଲୋଜି ବିଭାଗ ପାଖରେ ଖବର ନଥିବା ସୂଚନା ଥିବା ବେଳେ କେତେ ଥିଲା ତିବ୍ରତା, କେଉଁଠି ଥିଲା କେନ୍ଦ୍ରସ୍ଥଳ ସୂଚନାକୁ ଅପେକ୍ଷା ରହିଛି । 