ଭୁବନେଶ୍ୱରରେ ସିଲ୍ ହେଲା ୨ ବାର୍, ନିୟମ ନମାନିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଅବକାରୀ ବିଭାଗ
ଭୁବନେଶ୍ୱର: ବାର୍ରେ ବାଜିଲା ଅବକାରୀ ବିଭାଗର ଛାଟ। ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଚାଲିଲା ଚଢ଼ଉ। ଶେଷରେ ସିଲ୍ ହେଲା ଦୁଇଟି ବାର୍। ବାର୍ବି ଏବଂ ଏମ୍ବିଆନ୍ସ ବାର୍ ସିଲ୍। ସିଲ୍ କଲେ ଡେପୁଟି ସୁପରିଟେଣ୍ଡେଣ୍ଟ। ବାର୍ରେ ଲେଡୀ ପର୍ଫରମର୍ ରଖିଥିବାରୁ ଚଢଉ କରାଯାଇଥିଲା। ବାର୍ରେ ଯୁବତୀଙ୍କ ପର୍ଫର୍ମାନ୍ସ ପୂର୍ବରୁ ରେଡ୍ ହୋଇଥିଲା।ଭୁବନେଶ୍ୱର ଅବକାରୀ ବିଭାଗ ଦ୍ୱାରା ଏହି ଚଢ଼ଉ କରାଯାଇଥିଲା। ସରକାର ଓ ପ୍ରଶାସନର ନିୟମ ନ ମାନିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ମଧ୍ୟ ଆହୁରି ଜୋରଦାର ଚଢାଉ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି।ବାର୍ରେ କେବଳ ଗୀତ ଗାଇବାକୁ ଅନୁମତି ମିଳିଛି । ନାଚକୁ ସଂପୂର୍ଣ୍ଣ ବ୍ୟାନ କରିଥିଲା ଅବକାରୀ ବିଭାଗ । ଏହି ଗାଇଡଲାଇନକୁ ଉଲ୍ଲଂଘନ କଲେ କଡା ଆକ୍ସନ ଚେତାଇ ଦେଇଥିଲା ଅବକାରୀ ବିଭାଗ। ଏପରିକି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ ଯେଉଁମାନେ ଗାଇଡଲାଇନ ଉଲଂଘନ କରିବେ ସେମାନଙ୍କ ଲାଇସେନ୍ସ ସରକାର ରଦ୍ଦ କରିବେ।
ଭୁବନେଶ୍ୱର: ବାର୍ରେ ବାଜିଲା ଅବକାରୀ ବିଭାଗର ଛାଟ। ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଚାଲିଲା ଚଢ଼ଉ। ଶେଷରେ ସିଲ୍ ହେଲା ଦୁଇଟି ବାର୍। ବାର୍ବି ଏବଂ ଏମ୍ବିଆନ୍ସ ବାର୍ ସିଲ୍। ସିଲ୍ କଲେ ଡେପୁଟି ସୁପରିଟେଣ୍ଡେଣ୍ଟ। ବାର୍ରେ ଲେଡୀ ପର୍ଫରମର୍ ରଖିଥିବାରୁ ଚଢଉ କରାଯାଇଥିଲା।
ବାର୍ରେ ଯୁବତୀଙ୍କ ପର୍ଫର୍ମାନ୍ସ ପୂର୍ବରୁ ରେଡ୍ ହୋଇଥିଲା।ଭୁବନେଶ୍ୱର ଅବକାରୀ ବିଭାଗ ଦ୍ୱାରା ଏହି ଚଢ଼ଉ କରାଯାଇଥିଲା। ସରକାର ଓ ପ୍ରଶାସନର ନିୟମ ନ ମାନିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ମଧ୍ୟ ଆହୁରି ଜୋରଦାର ଚଢାଉ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି।
ବାର୍ରେ କେବଳ ଗୀତ ଗାଇବାକୁ ଅନୁମତି ମିଳିଛି । ନାଚକୁ ସଂପୂର୍ଣ୍ଣ ବ୍ୟାନ କରିଥିଲା ଅବକାରୀ ବିଭାଗ । ଏହି ଗାଇଡଲାଇନକୁ ଉଲ୍ଲଂଘନ କଲେ କଡା ଆକ୍ସନ ଚେତାଇ ଦେଇଥିଲା ଅବକାରୀ ବିଭାଗ। ଏପରିକି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ ଯେଉଁମାନେ ଗାଇଡଲାଇନ ଉଲଂଘନ କରିବେ ସେମାନଙ୍କ ଲାଇସେନ୍ସ ସରକାର ରଦ୍ଦ କରିବେ।