ଭୁବେନେଶ୍ବର ସ୍ଥିତ ହୋଟେଲ କେଶରୀ ଠାରେ “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୮/୬(ଗରୁଡ ଧ୍ଵଜ ଚୌଧୁରୀ)ଆଜି ରବିବାର ଦିନ, ଭୁବନେଶ୍ଵର ସ୍ଥିତ ହୋଟେଲ କେଶରୀ ଠାରେ ଓଡିଶା ର “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ପାଇଁ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ଉକ୍ତ ଏହି ବୈଠକ ରେ ଓଡ଼ିଶା ର ସବୁ ଜିଲ୍ଲା ର ତୃତୀୟଲିଙ୍ଗୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ର ତୃତୀୟଲିଙ୍ଗୀ ସଙ୍ଗ ର ସମ୍ପାଦିକା ଜସ୍ମିନ୍ ଶେଖ୍ ଏବଂ ସଦସ୍ୟ ଲିନୁ ସୁବୁଦ୍ଧି ଏହି କାର୍ଯ୍ୟକ୍ରମ ରେ ସଦସ୍ୟ ଭାବେ ଯୋଗ ଦେଇଥିଲେ। […] The post ଭୁବେନେଶ୍ବର ସ୍ଥିତ ହୋଟେଲ କେଶରୀ ଠାରେ “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ବୈଠକ ଅନୁଷ୍ଠିତ appeared first on Odisha.News.

ପାରଳାଖେମୁଣ୍ଡି:୮/୬(ଗରୁଡ ଧ୍ଵଜ ଚୌଧୁରୀ)ଆଜି ରବିବାର ଦିନ, ଭୁବନେଶ୍ଵର ସ୍ଥିତ ହୋଟେଲ କେଶରୀ ଠାରେ ଓଡିଶା ର “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ପାଇଁ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ଉକ୍ତ ଏହି ବୈଠକ ରେ ଓଡ଼ିଶା ର ସବୁ ଜିଲ୍ଲା ର ତୃତୀୟଲିଙ୍ଗୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ର ତୃତୀୟଲିଙ୍ଗୀ ସଙ୍ଗ ର ସମ୍ପାଦିକା ଜସ୍ମିନ୍ ଶେଖ୍ ଏବଂ ସଦସ୍ୟ ଲିନୁ ସୁବୁଦ୍ଧି ଏହି କାର୍ଯ୍ୟକ୍ରମ ରେ ସଦସ୍ୟ ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସରକାର ତରଫରୁ , ତୃତୀୟଲିଙ୍ଗୀ ମାନଙ୍କ ପାଇଁ “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବୋର୍ଡ ରେ ତୃତିୟଲିଙ୍ଗି ମାନଙ୍କର କଲ୍ୟାଣ, ଉନ୍ନତି ମୂଳକ ପଦକ୍ଷେପ, ସମାଜର ମୁଖ୍ୟସ୍ରତକୁ ଆଣିବା ପାଇଁ, କର୍ମନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ମୌଳିକ ଅଧିକାର, ସଚେତନତା ଆଦି ବହୁ ବିଷୟକୁ ନେଇ ଆଲୋଚନା ହେଇଥିଲା ଏହି ବୈଠକ ରେ ଗଜପତି ଜିଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ତୃତୀୟ ଲିଙ୍ଗୀ ର କର୍ମକତ୍ତା ସମେତ ସଦସ୍ୟ ମାନେ ଭାଗ ନେଇଥିଲେ
The post ଭୁବେନେଶ୍ବର ସ୍ଥିତ ହୋଟେଲ କେଶରୀ ଠାରେ “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ବୈଠକ ଅନୁଷ୍ଠିତ appeared first on Odisha.News.