ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ନବଜାତ ମୃତ

ଭଦ୍ରକରେ ଅଭାବନୀୟ ଘଟଣା। ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ନବଜାତ ମୃତ, ମାଆ ଗୁରୁତର। ଛାତି ଫଟାଇଦେଲା ଆନ୍ଦୋଳନ ସମୟର ଦୃଶ୍ୟ। ବର୍ଷାରେ ନାତିର ମୃତଦେହ ଜଗିବସିଥିଲେ ଅଜା। ଛତାଟିଏ ଧରି ରାସ୍ତାରେ ମୃତଦେହ ଜଗିଥିଲେ ଅଜା। ଯିଏ ଦେଖୁଥିଲା, ଆଖିରୁ ଲୁହ ଝରିଆସୁଥିଲା

ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ନବଜାତ ମୃତ
Array