ଭୂକମ୍ପ ଝଟକାରେ ଥରିଲା ମ୍ୟାନମାର
ଓ୍ବାଶିଂଟନ,୧୭।୨: ମ୍ୟାନମାରରେ ଶନିବାର ସକାଳ ୯ଟା ୨୫ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ରେ ମାପ କରାଯାଇଥିଲା, ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଆସିଥିଲେ। ତେବେ ଭୂକମ୍ପର ତୀବ୍ରତା ହେତୁ ବର୍ତ୍ତମାନ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଶନିବାର ସକାଳେ ମ୍ୟାନମାରରେ ୪.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। The post ଭୂକମ୍ପ ଝଟକାରେ ଥରିଲା ମ୍ୟାନମାର appeared first on Dharitri Odia News.
ଓ୍ବାଶିଂଟନ,୧୭।୨: ମ୍ୟାନମାରରେ ଶନିବାର ସକାଳ ୯ଟା ୨୫ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ରେ ମାପ କରାଯାଇଥିଲା, ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଆସିଥିଲେ। ତେବେ ଭୂକମ୍ପର ତୀବ୍ରତା ହେତୁ ବର୍ତ୍ତମାନ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଶନିବାର ସକାଳେ ମ୍ୟାନମାରରେ ୪.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି।
The post ଭୂକମ୍ପ ଝଟକାରେ ଥରିଲା ମ୍ୟାନମାର appeared first on Dharitri Odia News.