ଭୂକମ୍ପ ଝଟ୍କାରେ ଥରିଲା ତେଲେଙ୍ଗାନା-ହାଇଦ୍ରାବାଦ-ମହାରାଷ୍ଟ୍ର
ହାଇଦ୍ରାବାଦ,୪।୧୨: ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ବୁଧବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା। କେବଳ ଏତିକି ନୁହେଁ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭.୨୦ରୁ ୭.୨୬ ମଧ୍ୟରେ ଲୋକେ ଭୂକମ୍ପର କମ୍ପନ ଅନୂଭବ କରାଯାଇଛି। କେଉଁଠାରେ ଭୂକମ୍ପ ଘଟିଛି? ହାଇଦ୍ରାବାଦ, ହନୁମାକୋଣ୍ଡା, ୱାରଙ୍ଗାଲ, କାମାମ୍, ରଙ୍ଗାରେଡି, ଭଦ୍ରାଦ୍ରୀ କୋଥାଗୁଡେମ୍, ଜଗାୟାପେଟ, ମନୁଗୁରୁ, ଗୋଦାବରୀ ଖାନି, ଭୁପାଲପାଲି, ଚାର୍ଲା, ଚିଣ୍ଟାକାନି, ଭଦ୍ରାଚାଲମ, ବିଜୟୱାଡା, ଜଗୁୟାୟାପୁର, ତିରୁବୁରୁ, […] The post ଭୂକମ୍ପ ଝଟ୍କାରେ ଥରିଲା ତେଲେଙ୍ଗାନା-ହାଇଦ୍ରାବାଦ-ମହାରାଷ୍ଟ୍ର appeared first on Dharitri Odia News.
EQ of M: 5.3, On: 04/12/2024 07:27:02 IST, Lat: 18.44 N, Long: 80.24 E, Depth: 40 Km, Location: Mulugu, Telangana.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/x6FAg300H5— National Center for Seismology (@NCS_Earthquake) December 4, 2024
The post ଭୂକମ୍ପ ଝଟ୍କାରେ ଥରିଲା ତେଲେଙ୍ଗାନା-ହାଇଦ୍ରାବାଦ-ମହାରାଷ୍ଟ୍ର appeared first on Dharitri Odia News.