ଭୂମିକମ୍ପରେ ଥରିଲା ଗୁଜରାଟର କଚ୍ଛରେ, ରିକ୍ଟର ସ୍କେଲରେ ତୀବ୍ରତା ୪.୦
ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଗୁଜରାଟର କଚ୍ଛ ଜିଲ୍ଳା। ରବିବାରେ ଏଠାରେ ୪.୦ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ପ୍ରଭାବ ଅନେକ ସ୍ଥାନରେ ଦେଖିବାକୁ ମିଳିଥିବାବେଳେ, ଲୋକମାନେ ଭୟରେ ଘରକୁ ବାହାରି ଆସିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଭୂମିକମ୍ପର କେନ୍ଦ୍ର ଭଚାଉରୁ ୨୧ କିଲୋମିଟର ଉତ୍ତର ପୂର୍ବରେ ରହିଛି। ଆହୁରି ପଢ଼ନ୍ତୁ: ଚୀନ୍ରେ ଭୀଷଣ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୨, ଦିଲ୍ଲୀରେ ବି ଝଟକା ଉଲ୍ଲେଖଯୋଗ୍ୟ, ନିକଟରେ ଦିଲ୍ଲୀ-ଏନସିଆର, ପଞ୍ଜାବ ସହ ଚଣ୍ଡିଗଡ଼ ଏବଂ ଜମ୍ମୁ-କଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଝଟକା ଅନେକ ସମୟ ଧରି ଅନୁଭୂତ ହୋଇଥିଲା। ଭୟରେ ଲୋକମାନେ ଘରୁ ଏବଂ ଅଫିସ୍ର ବାହାରି ଆସିଥିଲେ। ଏହି ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୈଜାବାଦ ଥିଲା। ହିନ୍ଦୁକୁଶ କ୍ଷେତ୍ରରେ ରିକ୍ଟର ସ୍କେଲରରେ ଏହାର ତାପମାତ୍ର ୬.୨ ରହିଥିଲା। The post ଭୂମିକମ୍ପରେ ଥରିଲା ଗୁଜରାଟର କଚ୍ଛରେ, ରିକ୍ଟର ସ୍କେଲରେ ତୀବ୍ରତା ୪.୦ appeared first on Prameya News7.
ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଗୁଜରାଟର କଚ୍ଛ ଜିଲ୍ଳା। ରବିବାରେ ଏଠାରେ ୪.୦ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ପ୍ରଭାବ ଅନେକ ସ୍ଥାନରେ ଦେଖିବାକୁ ମିଳିଥିବାବେଳେ, ଲୋକମାନେ ଭୟରେ ଘରକୁ ବାହାରି ଆସିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଭୂମିକମ୍ପର କେନ୍ଦ୍ର ଭଚାଉରୁ ୨୧ କିଲୋମିଟର ଉତ୍ତର ପୂର୍ବରେ ରହିଛି।
ଆହୁରି ପଢ଼ନ୍ତୁ: ଚୀନ୍ରେ ଭୀଷଣ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୨, ଦିଲ୍ଲୀରେ ବି ଝଟକା
ଉଲ୍ଲେଖଯୋଗ୍ୟ, ନିକଟରେ ଦିଲ୍ଲୀ-ଏନସିଆର, ପଞ୍ଜାବ ସହ ଚଣ୍ଡିଗଡ଼ ଏବଂ ଜମ୍ମୁ-କଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଝଟକା ଅନେକ ସମୟ ଧରି ଅନୁଭୂତ ହୋଇଥିଲା। ଭୟରେ ଲୋକମାନେ ଘରୁ ଏବଂ ଅଫିସ୍ର ବାହାରି ଆସିଥିଲେ। ଏହି ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୈଜାବାଦ ଥିଲା। ହିନ୍ଦୁକୁଶ କ୍ଷେତ୍ରରେ ରିକ୍ଟର ସ୍କେଲରରେ ଏହାର ତାପମାତ୍ର ୬.୨ ରହିଥିଲା।
The post ଭୂମିକମ୍ପରେ ଥରିଲା ଗୁଜରାଟର କଚ୍ଛରେ, ରିକ୍ଟର ସ୍କେଲରେ ତୀବ୍ରତା ୪.୦ appeared first on Prameya News7.