ଭୋଜି ଖାଇ ଘରକୁ ଫେରୁଥିଲେ ଅଧା ବାଟରେ ଘଟିଲା ଦୁର୍ଘଟଣା...ବୋଲେରୋ ତଳେ ଚାପି ହୋଇଗଲେ ୧୨ ଯାତ୍ରୀ

ଚତୁର୍ଥୀ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ଛକ ନିକଟରେ ଓଲଟିଲା ବୋଲେରୋ । ୧୨ ଯାତ୍ରୀ ଆହତ ହୋଇଥିବା ବେଳେ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥି