ଭୋଜି ଖାଇ ଫେରିବା ବେଳେ ଓଲଟିଲା ଓଟୋ , ୪ ଗୁରୁତର ୮ ଆହାତ
କନ୍ଧମାଳ : ଓଟୋ ଓଲଟି ୪ଗୁରୁତର ୮ ଆହାତ ହୋଇଛନ୍ତି । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବରେପାଙ୍ଗା ଛକ ନିକଟରେଦେଖିବାକୁ ମିଳିଛି । ଘଟଣାସ୍ଥଳରୁ ଗୁରୁତର ମାନଙ୍କୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ଦିଗି ଗାଁରୁ ଭୋଜି ଖାଇ କତିଙ୍ଗିଆ ଫେରୁଥିବାବେଳେ ବରେପାଙ୍ଗା ଛକ ନିକଟରେ ଭାରସାମ୍ୟ ହରାଇ ଓଟୋ ଓଲଟି ପଡିଥିଲା । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । […] The post ଭୋଜି ଖାଇ ଫେରିବା ବେଳେ ଓଲଟିଲା ଓଟୋ , ୪ ଗୁରୁତର ୮ ଆହାତ appeared first on KNews Odisha.

କନ୍ଧମାଳ : ଓଟୋ ଓଲଟି ୪ଗୁରୁତର ୮ ଆହାତ ହୋଇଛନ୍ତି । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବରେପାଙ୍ଗା ଛକ ନିକଟରେଦେଖିବାକୁ ମିଳିଛି । ଘଟଣାସ୍ଥଳରୁ ଗୁରୁତର ମାନଙ୍କୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ ଦିଗି ଗାଁରୁ ଭୋଜି ଖାଇ କତିଙ୍ଗିଆ ଫେରୁଥିବାବେଳେ ବରେପାଙ୍ଗା ଛକ ନିକଟରେ ଭାରସାମ୍ୟ ହରାଇ ଓଟୋ ଓଲଟି ପଡିଥିଲା । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସମସ୍ତ ଗୁରୁତର ଏବଂ ଆହାତ ମାନେ ତିଆଙ୍ଗିଆ ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି ।
Also read : ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, ୨ ଯୁବକ ମୃତ
The post ଭୋଜି ଖାଇ ଫେରିବା ବେଳେ ଓଲଟିଲା ଓଟୋ , ୪ ଗୁରୁତର ୮ ଆହାତ appeared first on KNews Odisha.