ଜୁଲାଇ ୨୧ ରୁ ୩୧ ତାରିଖ ଯାଏ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା

କଟକ : ଜୁଲାଇ ୨୧ ରୁ ୩୧ ତାରିଖ ଯାଏ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା । ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ ୱେବସାଇଟରେ ଉପଲବ୍ଧ । www.bseodisha.ac.in  ୱେବସାଇଟରେ ଉପଲବ୍ଧ ହେଉଛି ଆଡ଼ମିଟ କାର୍ଡ ।  ୮୩ ଟି କେନ୍ଦ୍ରରେ ୯୭୨ ଜଣ ପରୀକ୍ଷାର୍ଥୀ ଦେଉଛନ୍ତି ସପ୍ଲିମେଣ୍ଟାରୀ ପରୀକ୍ଷା । ସେହିପରି ୧୨୧ ଟି କେନ୍ଦ୍ରରେ ୨୪୫୨୦ ଜଣ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା । The post ଜୁଲାଇ ୨୧ ରୁ ୩୧ ତାରିଖ ଯାଏ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା appeared first on KNews Odisha.

ଜୁଲାଇ ୨୧ ରୁ ୩୧ ତାରିଖ ଯାଏ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା
bse

କଟକ : ଜୁଲାଇ ୨୧ ରୁ ୩୧ ତାରିଖ ଯାଏ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା । ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ ୱେବସାଇଟରେ ଉପଲବ୍ଧ । www.bseodisha.ac.in  ୱେବସାଇଟରେ ଉପଲବ୍ଧ ହେଉଛି ଆଡ଼ମିଟ କାର୍ଡ ।  ୮୩ ଟି କେନ୍ଦ୍ରରେ ୯୭୨ ଜଣ ପରୀକ୍ଷାର୍ଥୀ ଦେଉଛନ୍ତି ସପ୍ଲିମେଣ୍ଟାରୀ ପରୀକ୍ଷା । ସେହିପରି ୧୨୧ ଟି କେନ୍ଦ୍ରରେ ୨୪୫୨୦ ଜଣ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା ।

The post ଜୁଲାଇ ୨୧ ରୁ ୩୧ ତାରିଖ ଯାଏ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା appeared first on KNews Odisha.