ଲାଞ୍ଚ ନେଇ ଧରାପଡ଼ିଲେ ୨ ଦୁଇ ପୋଲିସ ଅଧିକାରୀ

ନବରଙ୍ଗପୁର : ଲାଞ୍ଚ ନେଇ ଧରାପଡ଼ିଲେ ୨ ପୋଲିସ ବାବୁ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାର ୨ ପୋଲିସ ଅଧିକାରୀ । ଦୁଇ ପୋଲିସ ଅଧିକାରୀ ହେଲେ ଆସିଷ୍ଟାଣ୍ଡ ସବ୍ ଇନ୍ସପେକ୍ଟର ଶିବ ପ୍ରସାଦ ଦଳେଇ ଓ ପ୍ରୋବେସନାରୀ ଏସଆଇ ରଘୁନାଥ ହାଁସଦା  । ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁ ର ଲକ୍ଷ୍ମଣ ହରିଜନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଶିବ ପ୍ରସାଦ ଦଳେଇ […] The post ଲାଞ୍ଚ ନେଇ ଧରାପଡ଼ିଲେ ୨ ଦୁଇ ପୋଲିସ ଅଧିକାରୀ appeared first on KNews Odisha.

ଲାଞ୍ଚ ନେଇ ଧରାପଡ଼ିଲେ ୨ ଦୁଇ ପୋଲିସ ଅଧିକାରୀ
vigilance-

ନବରଙ୍ଗପୁର : ଲାଞ୍ଚ ନେଇ ଧରାପଡ଼ିଲେ ୨ ପୋଲିସ ବାବୁ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାର ୨ ପୋଲିସ ଅଧିକାରୀ । ଦୁଇ ପୋଲିସ ଅଧିକାରୀ ହେଲେ ଆସିଷ୍ଟାଣ୍ଡ ସବ୍ ଇନ୍ସପେକ୍ଟର ଶିବ ପ୍ରସାଦ ଦଳେଇ ଓ ପ୍ରୋବେସନାରୀ ଏସଆଇ ରଘୁନାଥ ହାଁସଦା  । ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁ ର ଲକ୍ଷ୍ମଣ ହରିଜନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଶିବ ପ୍ରସାଦ ଦଳେଇ ମଧ୍ୟସ୍ଥି ସାଜି ଥିବା ବେଳେ ରଘୁନାଥ ହଂସଦା ରେଡ଼ ହ୍ୟାଣ୍ଡେଡ୍ ଧରା ପଡିଥିଲେ । ଉଭୟ ଙ୍କ ସରକାରୀ ବାସଭବନ ସମେତ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ । ଏହି ଚଢ଼ାଉରେ ନବରଙ୍ଗପୁର ଓ କୋରାପୁଟ ଦୁଇଟି ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି ।

The post ଲାଞ୍ଚ ନେଇ ଧରାପଡ଼ିଲେ ୨ ଦୁଇ ପୋଲିସ ଅଧିକାରୀ appeared first on KNews Odisha.