ଭୋଟ୍ ପୂର୍ବରୁ BJDରେ ମାଡ଼ିଲାଣି ବିଦ୍ରୋହ ରୋଗ...

ଗୋଟିକ ପରେ ଗୋଟିଏ ନିର୍ବାଚନ ମଣ୍ଡଳିରେ ସମାନ୍ତରାଳ ସଂଗଠନ କରି ବିଦ୍ରୋହୀ ଶୀର୍ଷ ନେତୃତ୍ବଙ୍କୁ ଚାଲେଞ୍ଜ ଦେଉଥିବାବେଳେ ଆଗକୁ ଯେ ଟିକେଟ ଗଣିତ ଦଳପତିଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିବ ସେଥିରେ ସନ୍ଦେହ ନାହିଁ। କାରଣ ବିଦ୍ରୋହୀ ବି ଚାହିଁ ବସିଛନ୍ତି ଦଳରୁ ଟିକେଟ ନମିଳିଲେ ନିର୍ବାଚନ ଲଢିବା ପାଇଁ ଅନ୍ୟ ଦଳକୁ ଡିଆଁ ମାରିବେ...