ଭୋରୁ ଭୋରୁ ଗାଁରେ ପଶିଲା ପୋଲିସ, ଗାଁ ଦାଣ୍ଡରେ ଗୋଡେଇଲେ ଗାଁ ଲୋକେ, ୨୬ ପୋଲିସ ହୋଇଗଲେ ଆହତ...
ପୋଲିସକୁ ମହଙ୍ଗା ପଡିଲା ଗଂଜେଇ ରେଡ l ଭୋର ପ୍ରାୟ ପାଞ୍ଚଟାରେ ଗାଁକୁ ପଶିଲେ ପୋଲିସ l ଗଂଜେଇ ବି ଧରିଲେ, ହେଲେ ଫେରିବା ବେଳେ ପୋଲିସ ଉପରକୁ ହେଲା ପଥର ମାଡ଼ ତାପରେ ରାସ୍ତାରେ ପଡିଲା ଗଛ l ଘଟଣା ହେଉଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗ