ଭୋରୁ ଭୋରୁ ପିକଅପ ଭ୍ୟାନ ଭିତରେ ପୂରେଇ ନେଇ ଯାଉଥିଲେ । ମାଫିଆଙ୍କୁ ମାଡିବସି ୧,୨,୩ କହି କାଗଜ ଧରି ଗଣୁଛି ପୋଲିସ....
ସକାଳୁ ସକାଳୁ ନରାଜ ଦେଇ ମୁଣ୍ଡଳୀ ବ୍ୟରେଜରେ ଏକ ପିକଅପ ଭ୍ୟାନକୁ କାବୁ କରିଥିଲା କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ବାରଙ୍ଗ ଗୋଡିସାହି ଫାଣ୍ଡି ପୋଲିସ | ପାଲ ଟାଣି ଦେଖିଲା ବେଳକୁ ମାଳମାଳ ଗୋମାତାଙ୍କୁ ଦେଖିବାକୁ ପାଇଥିଲା ପୋଲିସ | Odisha B
ସକାଳୁ ସକାଳୁ ନରାଜ ଦେଇ ମୁଣ୍ଡଳୀ ବ୍ୟରେଜରେ ଏକ ପିକଅପ ଭ୍ୟାନକୁ କାବୁ କରିଥିଲା କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ବାରଙ୍ଗ ଗୋଡିସାହି ଫାଣ୍ଡି ପୋଲିସ | ପାଲ ଟାଣି ଦେଖିଲା ବେଳକୁ ମାଳମାଳ ଗୋମାତାଙ୍କୁ ଦେଖିବାକୁ ପାଇଥିଲା ପୋଲିସ |
Odisha B