ଭୟଙ୍କର ଦୁର୍ଘଟଣା ! ନଦୀକୁ ଖସିପଡ଼ିଲା ବସ୍, ୧୪ ଜଣଙ୍କ ଜୀବନ ଗଲା
ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।
ଭୟଙ୍କର ଦୁର୍ଘଟଣା । ନଦୀକୁ ଖସିଲା ବସ୍ । ଏକାଥରକେ ୧୪ ଭାରତୀୟ ମୃତ । ନେପାଳରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ନେପାଳର ମାର୍ସାଙ୍ଗଗଡ଼ି ନଦୀକୁ ଖସିପଡ଼ିଛି ଯାତ୍ରୀବାହୀ ବସ୍ । ଯେଉଁଥିରେ ଯାତ୍ରା କରୁଥିଲେ ୪୦ ଯାତ୍ରୀ । ଆଉ ସମସ୍ତେ ଭାରତୀୟ ହୋଇଥିବା ସୂଚନା । ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।
#ନଦୀକୁ_ଖସିଲା_ବସ୍
-ନେପାଳ: ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ବସ୍ ନଦୀକୁ ଖସିଲା
-ନେପାଳ ମାର୍ସାଙ୍ଗଗଡ଼ି ନଦୀକୁ ଖସିଲା ଯାତ୍ରୀବାହୀ ବସ୍
-କାଠମାଣ୍ଡୁରୁ ପୋଖରା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ
-ବସ୍ର ସମସ୍ତ ଯାତ୍ରୀ ଭାରତୀୟ ଥିବା ପ୍ରାଥମିକ ସୂଚନା#BusAccident #Nepal #Kathamandu #OTV pic.twitter.com/eUotnkPsU1 — ଓଟିଭି (@otvkhabar) August 23, 2024