ଭୟଙ୍କର ବାଣ ବିସ୍ଫୋରଣ : ଦୁଇ ମୃତ, ଦୁଇ ଗୁରୁତର
ଜଗତସିଂହପୁର : ଜଗତସିଂହପୁର ବଡ଼ବାଗ ଗାଁରେ ଭୟଙ୍କର ବାଣ ବିସ୍ଫୋରଣ। ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ... The post ଭୟଙ୍କର ବାଣ ବିସ୍ଫୋରଣ : ଦୁଇ ମୃତ, ଦୁଇ ଗୁରୁତର appeared first on .
ଜଗତସିଂହପୁର : ଜଗତସିଂହପୁର ବଡ଼ବାଗ ଗାଁରେ ଭୟଙ୍କର ବାଣ ବିସ୍ଫୋରଣ। ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ମୃତକ ହେଲେ ରାଜେନ୍ଦ୍ର ଦାସ ଓ ସସ୍ମିତା ଦାସ। ଗୁରୁତର ଥିବା ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବାଣ ବିସ୍ଫୋରଣରେ ଘରର ଛାତ ଉଡି ଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି। ସହର ଠାରୁ ତିନି କିମି ଦୂରରେ ବେଆଇନ ଭାବେ ବାଣ ଭିଡ଼ା ଚାଲିଥିଲା।
The post ଭୟଙ୍କର ବାଣ ବିସ୍ଫୋରଣ : ଦୁଇ ମୃତ, ଦୁଇ ଗୁରୁତର appeared first on .