ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୪ା୧୦: ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା ଏହି ରୋଗକୁ ଜନସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯାଇଛି। ଏହି ରୋଗରେ ଜ୍ୱର ହେବା ସହ ତ୍ୱଚାରେ ଫଳିଯିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏମ୍‌ପକ୍ସ ପରୀକ୍ଷା କିଟ୍‌କୁ ଆଲିନିଟି ଏମ୍‌ ଏମ୍‌ପିଏକ୍ସଭି ଆସି କୁହଯାଉଛି। ଆବୋଟ୍ଟ ମଲିକୁଲାର ସଂସ୍ଥା ଏହାର ବିକାଶ କରିଛି। ଆଫ୍ରିକୀୟ ଦେଶଗୁଡ଼ିକରେ ମଙ୍କିପକ୍ସ ବ୍ୟାପୁଥିବାରୁ ଏହାର ତ୍ୱରିତ୍‌ […] The post ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ appeared first on Dharitri Odia News.

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୪ା୧୦: ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା ଏହି ରୋଗକୁ ଜନସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯାଇଛି। ଏହି ରୋଗରେ ଜ୍ୱର ହେବା ସହ ତ୍ୱଚାରେ ଫଳିଯିବା ଭଳି ଲକ୍ଷଣ ଦେଖାଯାଇଥାଏ।

ଏମ୍‌ପକ୍ସ ପରୀକ୍ଷା କିଟ୍‌କୁ ଆଲିନିଟି ଏମ୍‌ ଏମ୍‌ପିଏକ୍ସଭି ଆସି କୁହଯାଉଛି। ଆବୋଟ୍ଟ ମଲିକୁଲାର ସଂସ୍ଥା ଏହାର ବିକାଶ କରିଛି। ଆଫ୍ରିକୀୟ ଦେଶଗୁଡ଼ିକରେ ମଙ୍କିପକ୍ସ ବ୍ୟାପୁଥିବାରୁ ଏହାର ତ୍ୱରିତ୍‌ ଓ ଉପଯୁକ୍ତ ପରୀକ୍ଷା ଆବଶ୍ୟକ ହୋଇଛି। କାରଣ ଏହି ରୋଗ ଶୀଘ୍ର ଚିହ୍ନଟ ହେଲେ ଉପଯୁକ୍ତ ସମୟରେ ଚିକିତ୍ସା କରାଯିବା ସହ ସଂକ୍ରମଣକୁ ରୋକାଯାଇପାରିବ।

The post ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ appeared first on Dharitri Odia News.