‘ମଙ୍ଗଳ ଗ୍ରହ’ରେ ୧ମାସ ବିତାଇ ଫେରିଲେ ଆମେରିକାର ୪ ବୈଜ୍ଞାନିକ!

ଓ୍ବାଶିଂଟନ,୭।୭: ଚନ୍ଦ୍ର ପରେ ମଣିଷ ଖୁବଶୀଘ୍ର ମଙ୍ଗଳ ଗ୍ରହରେ ପାଦ ଦେବ। ଏହି ଦିଗରେ ଏକ ବଡ଼ ସଫଳତା ହାସଲ କରାଯାଇଛି। ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପରି ପରିକଳ୍ପିତ ଏକ ସ୍ବତନ୍ତ୍ର ଘରେ ୩୭୮ ଦିନ ବିତାଇବା ପରେ ନାସାର ଚାରିଜଣ ବୈଜ୍ଞାନିକ ନିରାପଦରେ ବାହାରିଛନ୍ତି। ଏହି ମିଶନ ମାଧ୍ୟମରେ ନାସା ଅନୁସନ୍ଧାନରେ ବ୍ୟସ୍ତ ଅଛି ଯଦି ମଣିଷ ମଙ୍ଗଳ ଗ୍ରହକୁ ପଠାଯାଏ ତେବେ କଣ କରିବାକୁ ହେବ। The post ‘ମଙ୍ଗଳ ଗ୍ରହ’ରେ ୧ମାସ ବିତାଇ ଫେରିଲେ ଆମେରିକାର ୪ ବୈଜ୍ଞାନିକ! appeared first on Dharitri Odia News.

‘ମଙ୍ଗଳ ଗ୍ରହ’ରେ ୧ମାସ ବିତାଇ ଫେରିଲେ ଆମେରିକାର ୪ ବୈଜ୍ଞାନିକ!

ଓ୍ବାଶିଂଟନ,୭।୭: ଚନ୍ଦ୍ର ପରେ ମଣିଷ ଖୁବଶୀଘ୍ର ମଙ୍ଗଳ ଗ୍ରହରେ ପାଦ ଦେବ। ଏହି ଦିଗରେ ଏକ ବଡ଼ ସଫଳତା ହାସଲ କରାଯାଇଛି। ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପରି ପରିକଳ୍ପିତ ଏକ ସ୍ବତନ୍ତ୍ର ଘରେ ୩୭୮ ଦିନ ବିତାଇବା ପରେ ନାସାର ଚାରିଜଣ ବୈଜ୍ଞାନିକ ନିରାପଦରେ ବାହାରିଛନ୍ତି। ଏହି ମିଶନ ମାଧ୍ୟମରେ ନାସା ଅନୁସନ୍ଧାନରେ ବ୍ୟସ୍ତ ଅଛି ଯଦି ମଣିଷ ମଙ୍ଗଳ ଗ୍ରହକୁ ପଠାଯାଏ ତେବେ କଣ କରିବାକୁ ହେବ।

The post ‘ମଙ୍ଗଳ ଗ୍ରହ’ରେ ୧ମାସ ବିତାଇ ଫେରିଲେ ଆମେରିକାର ୪ ବୈଜ୍ଞାନିକ! appeared first on Dharitri Odia News.