ମଡକର ସନ୍ଦୀପ ସମ୍ପଦ ଢେଙ୍କାନାଳ ଏସ୍‌ପି

ଢେଙ୍କାନାଳ,୨୫ା୧ (ରତନ ନାୟାର): ଢେଙ୍କାନାଳ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ବୁଧବାର ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଭାରତୀୟ ପୋଲିସ ସେବା ଅଧିକାରୀ କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦୀପ ସମ୍ପଦଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ବଦଳି କରାଯାଇଛି। ସୂଚନାଯୋଗ୍ୟ, ଜ୍ଞାନରଞ୍ଜନ ମହାପାତ୍ର ୨୦୨୩ ଜାନୁଆରୀ ୬ରେ ଢେଙ୍କାନାଳ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। The post ମଡକର ସନ୍ଦୀପ ସମ୍ପଦ ଢେଙ୍କାନାଳ ଏସ୍‌ପି appeared first on Dharitri Odia News.

ମଡକର ସନ୍ଦୀପ ସମ୍ପଦ ଢେଙ୍କାନାଳ ଏସ୍‌ପି

ଢେଙ୍କାନାଳ,୨୫ା୧ (ରତନ ନାୟାର): ଢେଙ୍କାନାଳ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ବୁଧବାର ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଭାରତୀୟ ପୋଲିସ ସେବା ଅଧିକାରୀ କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦୀପ ସମ୍ପଦଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ବଦଳି କରାଯାଇଛି। ସୂଚନାଯୋଗ୍ୟ, ଜ୍ଞାନରଞ୍ଜନ ମହାପାତ୍ର ୨୦୨୩ ଜାନୁଆରୀ ୬ରେ ଢେଙ୍କାନାଳ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।

The post ମଡକର ସନ୍ଦୀପ ସମ୍ପଦ ଢେଙ୍କାନାଳ ଏସ୍‌ପି appeared first on Dharitri Odia News.