ମଣିଷକୁ ବାର୍ଡ ଫ୍ଲୁ ହେଲେ ଦେଖାଯାଏ କେଉଁସବୁ ଲକ୍ଷଣ? ଜାଣି ନିଅନ୍ତୁ…

ଭୁବନେଶ୍ୱର,୨୮।୮: କୁକୁଡା ପରେ ଏବେ ମଣିଷକୁ ବାର୍ଡ ଫ୍ଲୁ ଡେଇଁଛି। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ଼ ରିସେପ୍ସନ ଟିମର ଜଣେ ବ୍ୟକ୍ତି ବୋଲି ଜଣାପଡିଛି। ତାଙ୍କ ଠାରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ରକ୍ତ ନମୁନା ପରୀକ୍ଷା ପାଇଁ ଭୋପାଳର (NIHSAD)କୁ ପଠାଇଛନ୍ତି ମଙ୍ଗଳପୁର ମେଡିକାଲ କର୍ତ୍ତୃପକ୍ଷ। ଏନେଇ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିନୟ କୁମାର ପଣ୍ଡା […] The post ମଣିଷକୁ ବାର୍ଡ ଫ୍ଲୁ ହେଲେ ଦେଖାଯାଏ କେଉଁସବୁ ଲକ୍ଷଣ? ଜାଣି ନିଅନ୍ତୁ… appeared first on Dharitri Odia News.

ମଣିଷକୁ ବାର୍ଡ ଫ୍ଲୁ ହେଲେ ଦେଖାଯାଏ କେଉଁସବୁ ଲକ୍ଷଣ? ଜାଣି ନିଅନ୍ତୁ…

ଭୁବନେଶ୍ୱର,୨୮।୮: କୁକୁଡା ପରେ ଏବେ ମଣିଷକୁ ବାର୍ଡ ଫ୍ଲୁ ଡେଇଁଛି। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ଼ ରିସେପ୍ସନ ଟିମର ଜଣେ ବ୍ୟକ୍ତି ବୋଲି ଜଣାପଡିଛି। ତାଙ୍କ ଠାରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ରକ୍ତ ନମୁନା ପରୀକ୍ଷା ପାଇଁ ଭୋପାଳର (NIHSAD)କୁ ପଠାଇଛନ୍ତି ମଙ୍ଗଳପୁର ମେଡିକାଲ କର୍ତ୍ତୃପକ୍ଷ। ଏନେଇ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ତେବେ ମଣିଷ ଦେହରେ ବାର୍ଡ ପ୍ଲୁ ହେଲେ କେଉଁସବୁ ଲକ୍ଷଣ ଦେଖାଯାଏ ଜାଣି ରଖନ୍ତୁ। ପ୍ରଥମେ ରୋଗୀଙ୍କୁ ଜ୍ୱର ହୋଇଥାଏ। ଜ୍ୱର ହେବା ସହ ତଣ୍ଟି ଦରଜ ହୁଏ। ପରେ ନିମୋନିଆ ହେବାର ଆଶଙ୍କା ରହିଛି।

The post ମଣିଷକୁ ବାର୍ଡ ଫ୍ଲୁ ହେଲେ ଦେଖାଯାଏ କେଉଁସବୁ ଲକ୍ଷଣ? ଜାଣି ନିଅନ୍ତୁ… appeared first on Dharitri Odia News.