ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ

ପୁରୁଷୋତ୍ତମପୁର,୨୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ଲାଗି ସୋମବାର ସକାଳୁ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଛି। ଏଥିରେ କଂଗ୍ରେସ ପକ୍ଷରୁ ଖଲ୍ଲିକୋଟ ବିଧାନସଭା ପ୍ରାର୍ଥୀ ଚିତ୍ରସେନ ବେହେରା ଆସି ପୁରୁଷୋତ୍ତମପୁର ଏନ୍‌ଏସି ଗଡ଼ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ହୋଇଥିବା ବୁଥ୍‌ ନଂ ୧୯୨( ସଖୀ ବୁଥ୍‌ରେ) ମତଦାନ କରିଛନ୍ତି। ଏହାସହ ବିଭିନ୍ନ ବୁଥ୍‌ରେ ଭୋଟରମାନେ ଆସି ଶାନ୍ତିଶୃଙ୍ଖଳାର ସହ ଧାଡ଼ିରେ ଠିଆହୋଇ ରହି ନିଜ ନିଜର ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାରେ ଲାଗିଛନ୍ତି। […] The post ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ appeared first on Dharitri Odia News.

ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ

ପୁରୁଷୋତ୍ତମପୁର,୨୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ଲାଗି ସୋମବାର ସକାଳୁ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଛି। ଏଥିରେ କଂଗ୍ରେସ ପକ୍ଷରୁ ଖଲ୍ଲିକୋଟ ବିଧାନସଭା ପ୍ରାର୍ଥୀ ଚିତ୍ରସେନ ବେହେରା ଆସି ପୁରୁଷୋତ୍ତମପୁର ଏନ୍‌ଏସି ଗଡ଼ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ହୋଇଥିବା ବୁଥ୍‌ ନଂ ୧୯୨( ସଖୀ ବୁଥ୍‌ରେ) ମତଦାନ କରିଛନ୍ତି। ଏହାସହ ବିଭିନ୍ନ ବୁଥ୍‌ରେ ଭୋଟରମାନେ ଆସି ଶାନ୍ତିଶୃଙ୍ଖଳାର ସହ ଧାଡ଼ିରେ ଠିଆହୋଇ ରହି ନିଜ ନିଜର ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାରେ ଲାଗିଛନ୍ତି। ମାଜିଷ୍ଟେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ସ୍ମୃତିଶୁଭଦର୍ଶନ ସାହୁ ରହି ତଦାରଖ କରୁଛନ୍ତି।

The post ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ appeared first on Dharitri Odia News.