ମଦ ଜବତ, ୨ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ କଦଳିପାଲ ଗାଁ ନିକଟରେ ପୋଲିସ ପକ୍ଷରୁ ପଟ୍ରୋଲିଂ ଚାଲିଥିବା ବେଳେ ଏହି ଅପରାହ୍ନ ସାଢେ଼ ୧୧ ଟା ସମୟରେ ଏକ ବାଇକରେ ମଦ କାରବାର କରୁଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିହାର ରାଜ୍ୟ ଔରଙ୍ଗାବାଦ ଦାଉଦନଗର ର ରାକେଶ କୁମାର ( ୨୫) ଏବଂ ଝାରଖଣ୍ଡ ରାଜ୍ୟ ତୁମ୍ପାପେଦା ଗାଁର ସୁଧୀର କୁମାର (୩୫) […] The post ମଦ ଜବତ, ୨ କୋର୍ଟ ଚାଲାଣ appeared first on Odisha.News.

ମଦ ଜବତ, ୨ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ କଦଳିପାଲ ଗାଁ ନିକଟରେ ପୋଲିସ ପକ୍ଷରୁ ପଟ୍ରୋଲିଂ ଚାଲିଥିବା ବେଳେ ଏହି ଅପରାହ୍ନ ସାଢେ଼ ୧୧ ଟା ସମୟରେ ଏକ ବାଇକରେ ମଦ କାରବାର କରୁଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିହାର ରାଜ୍ୟ ଔରଙ୍ଗାବାଦ ଦାଉଦନଗର ର ରାକେଶ କୁମାର ( ୨୫) ଏବଂ ଝାରଖଣ୍ଡ ରାଜ୍ୟ ତୁମ୍ପାପେଦା ଗାଁର ସୁଧୀର କୁମାର (୩୫) ବୋଲି ଜଣାପଡିଛି। ପୋଲିସ ମଦ, ବାଇକ ଜବତ କରି ଜମନକିରା ଥାନା କେସ ନ.୧୮୭/୨୪ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ସେମାନଙ୍କ ଠାରୁ କିଙ୍ଗ ଫିସର ବିଅର୍ ୨୪ ବୋତଲ, ଓଲ୍ଡ ମଙ୍କ ରମ୍ ୧୮ ବୋତଲ, ମକ ଦ୍ୱେଲ ୱିସ୍କି ୧୮, ଇମ୍ପେରାଳ ବ୍ଲୁ ହ୍ବିସ୍କୁ ୭ ଏବଂ ୫୦ ଟି ମଦ ପାଉଚ୍ଚ ସହ (ଓଡୀ ୧୫ ଟି ୩୬୧୫) ଏକ ବାଇକ ଜବତ କରାଯାଇଛି। କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତ କୁ ପଠେଇଥିବା ପୋଲିସ କହିଛି।
[05/10, 8:53 PM] My Airtel: ମଦ ଜବତ, ୨ କୋର୍ଟ ଚାଲାଣ ( ଦୁଇ ଅଭିଯୁକ୍ତଙ୍କ ଫଟୋ)
ଜମନକିରା,୫/୧୦: ( ରବୀନ୍ଦ୍ର ପ୍ରସାଦ ଦାନୀ ) ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ କଦଳିପାଲ ଗାଁ ନିକଟରେ ପୋଲିସ ପକ୍ଷରୁ ପଟ୍ରୋଲିଂ ଚାଲିଥିବା ବେଳେ ଏହି ଅପରାହ୍ନ ସାଢେ଼ ୧୧ ଟା ସମୟରେ ଏକ ବାଇକରେ ମଦ କାରବାର କରୁଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିହାର ରାଜ୍ୟ ଔରଙ୍ଗାବାଦ ଦାଉଦନଗର ର ରାକେଶ କୁମାର ( ୨୫) ଏବଂ ଝାରଖଣ୍ଡ ରାଜ୍ୟ ତୁମ୍ପାପେଦା ଗାଁର ସୁଧୀର କୁମାର (୩୫) ବୋଲି ଜଣାପଡିଛି। ପୋଲିସ ମଦ, ବାଇକ ଜବତ କରି ଜମନକିରା ଥାନା କେସ ନ.୧୮୭/୨୪ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ସେମାନଙ୍କ ଠାରୁ କିଙ୍ଗ ଫିସର ବିଅର୍ ୨୪ ବୋତଲ, ଓଲ୍ଡ ମଙ୍କ ରମ୍ ୧୮ ବୋତଲ, ମକ ଦ୍ୱେଲ ୱିସ୍କି ୧୮, ଇମ୍ପେରାଳ ବ୍ଲୁ ହ୍ବିସ୍କୁ ୭ ଏବଂ ୫୦ ଟି ମଦ ପାଉଚ୍ଚ ସହ (ଓଡୀ ୧୫ ଟି ୩୬୧୫) ଏକ ବାଇକ ଜବତ କରାଯାଇଛି। କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତ କୁ ପଠେଇଥିବା ପୋଲିସ କହିଛି।

The post ମଦ ଜବତ, ୨ କୋର୍ଟ ଚାଲାଣ appeared first on Odisha.News.