ଜରା ନିବାସ ଅନ୍ତେବାସୀଙ୍କ ସହ ମହାନ୍ ସଙ୍ଘ ପକ୍ଷରୁ ହୋଲି ପର୍ବ ପାଳିତ

ବ୍ରହ୍ମପୁର:ପବିତ୍ର ହୋଲି କୁ ନିରାଡମ୍ବର ଭାବେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷ ରୁ ହିଲ ପାଟଣା କାର୍ଯ୍ୟାଳୟ ଠାରେ ହୋଲି ଉତ୍ସବ ପାଳନ ହୋଇଯାଇଛି । ରଙ୍ଗ, ଅନଙ୍ଗ ଓ ସଙ୍ଗର ଅନନ୍ୟ ଅତୁଲ୍ୟ ଅଧ୍ୟାତ୍ମ ଅବକାଶ ପୁଣ୍ୟପ୍ରଭା ହୋଲି ଅବସରରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ହୃଦୟର ଅଦୃଶ୍ୟ ଅଳିନ୍ଦରୁ ଅଶେଷ ଅଶେଷ ଶ୍ରଦ୍ଧା ସୁରଭିତ ଶାବ୍ଦିକ ଶୁଭେଚ୍ଛା ସହ ଆତ୍ମୀୟ ଅନୁରାଗବୋଳା ସାରସ୍ୱତ ଅଭିନନ୍ଦନ ସମସ୍ତ ଙ୍କୁ ଜଣାଇବା ସହ ସମସ୍ତେ […] The post ଜରା ନିବାସ ଅନ୍ତେବାସୀଙ୍କ ସହ ମହାନ୍ ସଙ୍ଘ ପକ୍ଷରୁ ହୋଲି ପର୍ବ ପାଳିତ appeared first on Odisha.News.

ଜରା ନିବାସ ଅନ୍ତେବାସୀଙ୍କ ସହ ମହାନ୍ ସଙ୍ଘ ପକ୍ଷରୁ ହୋଲି ପର୍ବ ପାଳିତ

ବ୍ରହ୍ମପୁର:ପବିତ୍ର ହୋଲି କୁ ନିରାଡମ୍ବର ଭାବେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷ ରୁ ହିଲ ପାଟଣା କାର୍ଯ୍ୟାଳୟ ଠାରେ ହୋଲି ଉତ୍ସବ ପାଳନ ହୋଇଯାଇଛି । ରଙ୍ଗ, ଅନଙ୍ଗ ଓ ସଙ୍ଗର ଅନନ୍ୟ ଅତୁଲ୍ୟ ଅଧ୍ୟାତ୍ମ ଅବକାଶ ପୁଣ୍ୟପ୍ରଭା ହୋଲି ଅବସରରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ହୃଦୟର ଅଦୃଶ୍ୟ ଅଳିନ୍ଦରୁ ଅଶେଷ ଅଶେଷ ଶ୍ରଦ୍ଧା ସୁରଭିତ ଶାବ୍ଦିକ ଶୁଭେଚ୍ଛା ସହ ଆତ୍ମୀୟ ଅନୁରାଗବୋଳା ସାରସ୍ୱତ ଅଭିନନ୍ଦନ ସମସ୍ତ ଙ୍କୁ ଜଣାଇବା ସହ ସମସ୍ତେ ସମାଜ ନିମାତ୍ୟ କାର୍ଯ୍ୟ କରିବା କୁ ଅନୁରୋଧ କରିଥିଲେ।ବନ୍ଧୁ ମିଳନ ସହ ବିଶ୍ଵ ନିକେତନ ଜରା ନିବାସ ରାମଚନ୍ଦ୍ରପୁର ଓ ଲାଞ୍ଜିପଳି ଠାରେ ବରିଷ୍ଟ ଅନ୍ତେବାସୀ ଙ୍କ ସହ ସଭାପତି ଶ୍ରୀ ସାବତ ଓ ସଦସ୍ୟ ସଦସ୍ୟା ହୋଲି ପାଳନ ସହ ମିଷ୍ଠାନ ଜରୁରୀ ସମାନ ପ୍ରଦାନ କରିଥିଲେ।ବଳରାମ ପଣ୍ଡା, ଶ୍ରୀ ନାରାୟଣ ମହାକୁଡ,ଶ୍ରୀକାନ୍ତ ସାବତ, ଶ୍ରୀମତୀ ସସ୍ମିତା ମିଶ୍ର, ନିବେଦିତା ପାଢ଼ୀ, ରଶ୍ମିତା ସାବତ, ସୁନୀତା ସାବତ, ସୀମାଞ୍ଚଲ୍ ପାଣିଗ୍ରାହୀ, ଭୀଷ୍ମ ଚାର୍ଯ୍ୟ ଚଉଧୁରି, ଅବନୀ ବକ୍ସି,ସତ୍ୟ ପାତ୍ର, ଶ୍ୟାମ ଦତ୍ତ ଦାସ, ଅନତ ପ୍ରଧାନ, ଅଶୋକ ପଣ୍ଡା, ଦିପୁ ଚୌଧୁରୀ ପ୍ରମୁଖଙ୍କ ସମେତ ବହୁ ଗଣମାଧ୍ୟମ ବ୍ୟକ୍ତିତ ସଦସ୍ୟ ସଦସ୍ୟା ଅଞ୍ଚଳ ବାସି ଯୋଗଦେଇ ଥିଲେ।

The post ଜରା ନିବାସ ଅନ୍ତେବାସୀଙ୍କ ସହ ମହାନ୍ ସଙ୍ଘ ପକ୍ଷରୁ ହୋଲି ପର୍ବ ପାଳିତ appeared first on Odisha.News.