ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କ ସମ୍ବେଦନଶୀଳ ସ୍ଥାନରେ ଭୁସିଲା ଛୁରି

କାମାକ୍ଷାନଗର : ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ। ମଦ ନିଶାରେ ସ୍ତ୍ରୀଙ୍କ ସମ୍ବେଦନଶୀଳ ସ୍ଥାନରେ ଛୁରି ଭୁସିଲା ସ୍ୱାମୀ। କାମାକ୍ଷାନଗର ତହସିଲର କଙ୍କଡାହାଡ଼ ଥାନା କୀର୍ତ୍ତନପୁର ଗାଁରେ ଲୋମଟାଙ୍କୁରା ଘଟଣା। ଗୁରୁତର ଅବସ୍ଥାରେ ମହିଳାଜଣଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କେନ୍ଦୁଝର ଅଞ୍ଚଳର ମହିଳା ଜଣକ କୀର୍ତ୍ତନପୁରର ଦୁର୍ଜନ ପ୍ରଧାନଙ୍କୁ ବିବାହ କରିଥିଲେ। ଆଜି ସଂଧ୍ୟାରେ ପ୍ରବଳ ମଦ ନିଶାରେ […] The post ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କ ସମ୍ବେଦନଶୀଳ ସ୍ଥାନରେ ଭୁସିଲା ଛୁରି appeared first on KNews Odisha.

ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କ ସମ୍ବେଦନଶୀଳ ସ୍ଥାନରେ ଭୁସିଲା ଛୁରି
woman

କାମାକ୍ଷାନଗର : ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ। ମଦ ନିଶାରେ ସ୍ତ୍ରୀଙ୍କ ସମ୍ବେଦନଶୀଳ ସ୍ଥାନରେ ଛୁରି ଭୁସିଲା ସ୍ୱାମୀ। କାମାକ୍ଷାନଗର ତହସିଲର କଙ୍କଡାହାଡ଼ ଥାନା କୀର୍ତ୍ତନପୁର ଗାଁରେ ଲୋମଟାଙ୍କୁରା ଘଟଣା। ଗୁରୁତର ଅବସ୍ଥାରେ ମହିଳାଜଣଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କେନ୍ଦୁଝର ଅଞ୍ଚଳର ମହିଳା ଜଣକ କୀର୍ତ୍ତନପୁରର ଦୁର୍ଜନ ପ୍ରଧାନଙ୍କୁ ବିବାହ କରିଥିଲେ। ଆଜି ସଂଧ୍ୟାରେ ପ୍ରବଳ ମଦ ନିଶାରେ ସ୍ତ୍ରୀଙ୍କ ସମ୍ବେଦନଶୀଳ ଅଂଶରେ ଛୁରି ଭୁସି ଦେଇଥିଲା । ଗଭୀରକ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ଢେଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପାରିବାରିକ କଳହରୁ ପୂର୍ବରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିବା ଜଣାପଡ଼ିଛି।

The post ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କ ସମ୍ବେଦନଶୀଳ ସ୍ଥାନରେ ଭୁସିଲା ଛୁରି appeared first on KNews Odisha.