ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍
ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍ସ୍ଥିତ ଏନ୍ସିସି କ୍ୟାଣ୍ଟିନଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଗ୍ରୁପ୍ କମାଣ୍ଡର ଏନ୍ସିସି କଲୋନେଲ ସତ୍ୟବ୍ରତ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଏମ୍ଡି ସାଜନ ଅଗ୍ରଓ୍ବାଲଙ୍କ ସମେତ ରାମଅବତାର ଅଗ୍ରଓ୍ବାଲ ଏବଂ ଅଗ୍ରଓ୍ବାଲ ପରିବାର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ମଧୁକୁଞ୍ଜ ଗୋଲ୍ଡ […] The post ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍ appeared first on Dharitri Odia News.
ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍ସ୍ଥିତ ଏନ୍ସିସି କ୍ୟାଣ୍ଟିନଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଗ୍ରୁପ୍ କମାଣ୍ଡର ଏନ୍ସିସି କଲୋନେଲ ସତ୍ୟବ୍ରତ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଏମ୍ଡି ସାଜନ ଅଗ୍ରଓ୍ବାଲଙ୍କ ସମେତ ରାମଅବତାର ଅଗ୍ରଓ୍ବାଲ ଏବଂ ଅଗ୍ରଓ୍ବାଲ ପରିବାର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଏହା ୨ୟ ଶୋ’ରୁମ୍ ହୋଇଥିବାବେଳେ ଏଠାରେ ସୁନା,ହୀରା ଓ ରୁପା ସହ ମୂଲ୍ୟବାନ୍ ରତ୍ନ ପଥର ସମେତ ବିଭିନ୍ନ ବର୍ଗର ଅଳଙ୍କାର ଡିଜାଇନ ଉପଲବ୍ଧ।
The post ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍ appeared first on Dharitri Odia News.