ମଧୁବନ ଗାଁରେ ବୁଲିଲା ଖଣ୍ଡା, ଜଣେ ଆହତ
ବାରଙ୍ଗ,୨୫ା୨(ଲିଙ୍ଗରାଜ ରାଉତ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରଙ୍ଗ ଥାନା ଅଧିନସ୍ଥ ମଧୁବନ ଗାଁରେ ରବିବାର ମଧ୍ୟାହ୍ନରେ ବୁଲିଛି ଖଣ୍ଡା। ଖଣ୍ଡାଚୋଟରେ ଜଣେ ଆହତ ହୋଇଥିବା ବେଳେ ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଆତଙ୍କ ସୃଷ୍ଟି କରିଥିବା ଯୁବକମାନେ ଏକ କାର୍କୁ ମଧ୍ୟ ଭାଙ୍ଗିଦେଇଛନ୍ତି। ଖବର ପାଇ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଖଣ୍ଡା ଧରି ଆକ୍ରମଣ କରାଯାଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। The post ମଧୁବନ ଗାଁରେ ବୁଲିଲା ଖଣ୍ଡା, ଜଣେ ଆହତ appeared first on Dharitri Odia News.
ବାରଙ୍ଗ,୨୫ା୨(ଲିଙ୍ଗରାଜ ରାଉତ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରଙ୍ଗ ଥାନା ଅଧିନସ୍ଥ ମଧୁବନ ଗାଁରେ ରବିବାର ମଧ୍ୟାହ୍ନରେ ବୁଲିଛି ଖଣ୍ଡା। ଖଣ୍ଡାଚୋଟରେ ଜଣେ ଆହତ ହୋଇଥିବା ବେଳେ ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଆତଙ୍କ ସୃଷ୍ଟି କରିଥିବା ଯୁବକମାନେ ଏକ କାର୍କୁ ମଧ୍ୟ ଭାଙ୍ଗିଦେଇଛନ୍ତି। ଖବର ପାଇ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଖଣ୍ଡା ଧରି ଆକ୍ରମଣ କରାଯାଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
The post ମଧୁବନ ଗାଁରେ ବୁଲିଲା ଖଣ୍ଡା, ଜଣେ ଆହତ appeared first on Dharitri Odia News.