ମଧ୍ୟପ୍ରଦେଶରେ ମୋଦୀଙ୍କ ଗର୍ଜନ । ମଞ୍ଚରୁ କଂଗ୍ରେସକୁ କଲେ ଟାର୍ଗେଟ

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ । ବିଭିନ୍ନ ପରିଯୋଜନାର ଶିଳାନ୍ୟାସ କରିବା ସହ ଉଦଘାଟନ କରିଛନ୍ତି । ଏହି ସମୟରେ ମଧ୍ୟପ୍ରଦେଶବାସୀଙ୍କୁ ସମ୍ବୋଧିତ କରି ମଂଚରୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦୀ କଂଗ୍ରେସ ଜନତା ଓ ଦେଶଙ୍କ ସେବା କରିବା ଅପେକ୍ଷାରେ ଗାନ୍ଧୀ ପରିବାର ଓ ନିଜ ସ୍ବାର୍ଥ ପାଇଁ ଅଧିକ କାମ କରେ । ଆଜିର ଦିନରେ ମଧ୍ୟପ୍ରଦେଶର ଯେଉଁ ବିକାଶ ହୋଇଛି ଏହା କେବଳ ବାବ ସାହେବ ଆମ୍ବେଦରକଙ୍କ ଦୂରଦଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଛି । ଆଜିର ଦିନରେ ବାବା ସାହେବଙ୍କୁ ନେଇ କଂଗ୍ରେସ ରାଜନୀତି କରିବାକୁ ପଛାଉନଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । 